NCP ସଭାପତି ପଦରୁ ଶରଦ ପାୱାରଙ୍କ ଇସ୍ତଫା

ନୂଆଦିଲ୍ଲୀ: NCP ର ଜାତୀୟ ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏ ନେଇ ସେ ନିଜେ ପ୍ରେସମିଟ୍ କରି ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପଦ ଛାଡିବାର କାରଣ ଜଣାପଡ଼ି ନାହିଁ। ୧୯୯୯ ରେ ସେ କଂଗ୍ରେସରୁ ଅଲଗା ହୋଇ NCP ଗଠନ କରିଥିଲେ। ସେବେଠାରୁ ସେ ଦଳର ସଭାପତି ରହିଥିଲେ। ପୱାରଙ୍କ ଘୋଷଣା ପରେ ଦଳର କର୍ମୀମାନେ ତାଙ୍କ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ […]

ନୂଆଦିଲ୍ଲୀ: NCP ର ଜାତୀୟ ସଭାପତି ପଦରୁ ଶରଦ ପାୱାର ଇସ୍ତଫା ଦେଇଥିବା ସୂଚନା ମିଳିଛି । ଏ ନେଇ ସେ ନିଜେ ପ୍ରେସମିଟ୍ କରି ଘୋଷଣା କରିଛନ୍ତି। ତେବେ ବର୍ତ୍ତମାନ ସୁଦ୍ଧା ପଦ ଛାଡିବାର କାରଣ ଜଣାପଡ଼ି ନାହିଁ।

୧୯୯୯ ରେ ସେ କଂଗ୍ରେସରୁ ଅଲଗା ହୋଇ NCP ଗଠନ କରିଥିଲେ। ସେବେଠାରୁ ସେ ଦଳର ସଭାପତି ରହିଥିଲେ। ପୱାରଙ୍କ ଘୋଷଣା ପରେ ଦଳର କର୍ମୀମାନେ ତାଙ୍କ ସମର୍ଥନରେ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ। ସେମାନେ ତାଙ୍କ ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ମଧ୍ୟ ଦାବି କରୁଥିବାର ଦେଖିବାକୁ ମିଳିଛି।

About The Author: The Sakala