ଚେତାବନୀ ସତ୍ତ୍ୱେ ଚେତୁନୀ ପାକିସ୍ତାନ; ପୁଣି କଲା ଅସ୍ତ୍ରବିରତି ଉଲ୍ଲଂଘନ, ଜବାବ ଦେଲା ଭାରତ

ନୂଆଦିଲ୍ଲୀ: ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା(LOC)ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା କରିଛି। ପାକିସ୍ତାନ ସେନା ଲଗାତାର ୧୦ ଦିନରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ ଏବଂ କଶ୍ମୀରର କୁପୱାରା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନୀ ଏବଂ ଅଖନୁର ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ପରେ ପାକ୍‌ ସେନାକୁ କଡ଼ା ଜବାବ ଦେଉଛି ଭାରତ। ପହଲଗାମ ଆକ୍ରମଣ ପରେ ଅସ୍ତ୍ରବିରତି ଉଲ୍ଲଂଘନ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ […]

ନୂଆଦିଲ୍ଲୀ: ପାକିସ୍ତାନ ସେନା ନିୟନ୍ତ୍ରଣ ରେଖା(LOC)ରେ ପୁଣି ଅସ୍ତ୍ରବିରତି ଉଲ୍ଲଂଘନ କରି ଗୁଳି ଚାଳନା କରିଛି। ପାକିସ୍ତାନ ସେନା ଲଗାତାର ୧୦ ଦିନରେ ୩୩ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି। ଜମ୍ମୁ ଏବଂ କଶ୍ମୀରର କୁପୱାରା, ବାରାମୁଲ୍ଲା, ପୁଞ୍ଚ, ରାଜୌରୀ, ମେନ୍ଧାର, ନୌଶେରା, ସୁନ୍ଦରବାନୀ ଏବଂ ଅଖନୁର ଅଞ୍ଚଳରେ ଅସ୍ତ୍ରବିରତି ଉଲ୍ଲଂଘନ ପରେ ପାକ୍‌ ସେନାକୁ କଡ଼ା ଜବାବ ଦେଉଛି ଭାରତ। ପହଲଗାମ ଆକ୍ରମଣ ପରେ ଅସ୍ତ୍ରବିରତି ଉଲ୍ଲଂଘନ ବର୍ତ୍ତମାନ ଦୁଇ ଦେଶ ମଧ୍ୟରେ ଉତ୍ତେଜନାକୁ ଆହୁରି ବୃଦ୍ଧି କରିଛି।

About The Author: The Sakala