ଆସନ୍ତାକାଲିଠାରୁ ଆରମ୍ଭ ହେବ ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ଏହି ଅଧିବେଶନ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ୍‌‌ ସଂଶୋଧନ ବିଲ୍‌‌, ଜୈବ ବିବିଧତା ସଂଶୋଧନ ବିଲ୍‌‌, ବ୍ୟକ୍ତିଗତ ଡିଜିଟାଲ୍‌‌ ତଥ୍ୟ ସୁରକ୍ଷା ବିଲ୍‌‌, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‌‌, ଜାତୀୟ ତଦନ୍ତ କମିଶନ ବିଲ୍‌‌, ଜାତୀୟ ନର୍ସିଙ୍ଗ୍‌‌ ଓ ସେବିକା କମିଶନ ବିଲ୍‌‌ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍‌‌ ୨୦୨୨ ସମେତ […]

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଆସନ୍ତାକାଲିଠାରୁ ଆରମ୍ଭ ହେଉଛି। ୨୩ ଦିନିଆ ମୌସୁମୀ ଅଧିବେଶନରେ ୧୭ଟି ବୈଠକ ବସିବ। ଏହି ଅଧିବେଶନ କାଳରେ ୨୧ଟି ନୂତନ ବିଧେୟକ ସମେତ ସିନେମାଟୋଗ୍ରାଫ୍‌‌ ସଂଶୋଧନ ବିଲ୍‌‌, ଜୈବ ବିବିଧତା ସଂଶୋଧନ ବିଲ୍‌‌, ବ୍ୟକ୍ତିଗତ ଡିଜିଟାଲ୍‌‌ ତଥ୍ୟ ସୁରକ୍ଷା ବିଲ୍‌‌, ଜଙ୍ଗଲ ସଂରକ୍ଷଣ ସଂଶୋଧନ ବିଲ୍‌‌, ଜାତୀୟ ତଦନ୍ତ କମିଶନ ବିଲ୍‌‌, ଜାତୀୟ ନର୍ସିଙ୍ଗ୍‌‌ ଓ ସେବିକା କମିଶନ ବିଲ୍‌‌ ଏବଂ ବହୁମୁଖୀ-ରାଜ୍ୟ ସମବାୟ ସମିତି ସଂଶୋଧନ ବିଲ୍‌‌ ୨୦୨୨ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ବିଧେୟକ ଉପରେ ଆଲୋଚନା ହେବ। ମୌସୁମୀ ଅଧିବେଶନ ଅଗଷ୍ଟ ୧୧ ତାରିଖ ପର୍ଯ୍ୟନ୍ତ ଚାଲିବ।

About The Author: The Sakala