ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ଉଗ୍ରବାଦୀ ନିହତ

ମଣିପୁର: ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ । ସୂତ୍ରରୁ ଜଣାପଡ଼ିଛି, ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୁକି ଉଗ୍ରବାଦୀମାନେ ଜିରିବାମର ବୋରୋବେକରାସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବାହିନୀର […]

ମଣିପୁର: ମଣିପୁରରେ ସୁରକ୍ଷା ବାହିନୀ ୧୧ ସନ୍ଦିଗ୍ଧ ଉଗ୍ରବାଦୀଙ୍କୁ ମାରିଛନ୍ତି। ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ ସଶସ୍ତ୍ର ଉଗ୍ରବାଦୀ ନିହତ ହୋଇଛନ୍ତି । ଏହି ଉଗ୍ରବାଦୀମାନେ ଜିରିବାମ୍ ଜିଲ୍ଲାର ବୋରୋବେକରାରେ ଏକ ଥାନା ଉପରେ ଆକ୍ରମଣ କରିବାକୁ ଆସିଥିଲେ ।

ସୂତ୍ରରୁ ଜଣାପଡ଼ିଛି, ସୋମବାର ଅପରାହ୍ନ ପ୍ରାୟ ସାଢ଼େ ୩ଟାରେ କୁକି ଉଗ୍ରବାଦୀମାନେ ଜିରିବାମର ବୋରୋବେକରାସ୍ଥିତ ସିଆରପିଏଫ୍ କ୍ୟାମ୍ପ୍ ଉପରେ ଆକ୍ରମଣ କରିଥିଲେ । ସିଆରପିଏଫ୍ ମଧ୍ୟ ପାଲଟା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୁରକ୍ଷା ବାହିନୀର ଏନକାଉଣ୍ଟରରେ ୧୧ କୁକି ଉଗ୍ରବାଦୀ ନିହତ ହୋଇଛନ୍ତି ।

About The Author: The Sakala