ଇସ୍ରୋ ସଫଳତାର ସହ ଲଞ୍ଚ କଲା ଆମାଜୋନିଆ-୧, ମହାକାଶକୁ ଗଲା ମୋଦୀ ଓ ଭଗବତ ଗୀତାର ଫଟୋ

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷମା ସଂଗଠନ (ଇସ୍ରୋ)ପକ୍ଷରୁ ରବିବାର ଶ୍ରୀହରି କୋଟା ମହାକାଶ କେନ୍ଦ୍ରରୁ ଚଳିତ ବର୍ଷର ପ୍ରଥମ ରକେଟ୍ ମହାକାଶକୁ ପଠାଇଛି। ଏହି ରକେଟ୍ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ର(ଏସଡିଏସସି) ଏସଏଚଏଆରରୁ ୨୮ ଫେବୃଆରୀ ସକାଳ ୧୦ଟା ୨୪ ମିନିଟରେ ଉତକ୍ଷେପଣ କରିଛି। ଏହି ମିଶନରେ ବ୍ରାଜିଲର ମୁଖ୍ୟ ସାଟେଲାଇଟ୍ ଆମାଜୋନିଆ-୧ ବ୍ୟତୀତ ୧୮ଟି ଅନ୍ୟ ସାଟେଲାଇଟ୍ ମହାକାଶକୁ ପଠାଇଛି। Primary satellite #Amazonia1 successfully separated from #PSLVC51. Join us again […]

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଗବେଷମା ସଂଗଠନ (ଇସ୍ରୋ)ପକ୍ଷରୁ ରବିବାର ଶ୍ରୀହରି କୋଟା ମହାକାଶ କେନ୍ଦ୍ରରୁ ଚଳିତ ବର୍ଷର ପ୍ରଥମ ରକେଟ୍ ମହାକାଶକୁ ପଠାଇଛି। ଏହି ରକେଟ୍ ଶ୍ରୀହରିକୋଟାର ସତୀଶ ଧବନ ମହାକାଶ କେନ୍ଦ୍ର(ଏସଡିଏସସି) ଏସଏଚଏଆରରୁ ୨୮ ଫେବୃଆରୀ ସକାଳ ୧୦ଟା ୨୪ ମିନିଟରେ ଉତକ୍ଷେପଣ କରିଛି। ଏହି ମିଶନରେ ବ୍ରାଜିଲର ମୁଖ୍ୟ ସାଟେଲାଇଟ୍ ଆମାଜୋନିଆ-୧ ବ୍ୟତୀତ ୧୮ଟି ଅନ୍ୟ ସାଟେଲାଇଟ୍ ମହାକାଶକୁ ପଠାଇଛି।

ଇସ୍ରୋ ଏହା ପୂର୍ବରୁ ଏକ ବୟାନ ଜାରି କରି କହିଥିଲା ଯେ, ପିଏସଏଲଭି-ସି୫୧(PSLV-C51))ଏସଏଲଭିର ୫୩ ତମ ମିଶନ୍। ଏହି ରକେଟ୍ ଜରିଆରେ ବ୍ରାଜିଲର ଆମାଜୋନିଆ–୧ ଉପଗ୍ରହ ସହିତ ୧୮ଟି ଅନ୍ୟ ଉପଗ୍ରହ ମହାକାଶକୁ ପଠାଇଛି। ଏହି ସାଟେଲାଇଟ୍ ଚେନ୍ନାଇର ସ୍ପେସ୍ କିଡଜ୍ ଇଣ୍ଡିଆ(ଏସକେଆଇ)ର ସତୀଶ ଧବନ ଏସଏଟି(ଏସଡି ଏସଏଟି)ରେ ସାମିଲ କରାଯାଇଛି।


ଏହି ମହାକାଶ ଯାନର ଶୀର୍ଷ ପ୍ୟାନେଲରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଫଟୋ ମଧ୍ୟ ଯାଇଛି। ଏସକେଆଇ ପକ୍ଷରୁ କୁହାଯାଇଛି, ଏହା ତାଙ୍କର(ପ୍ରଧାନମନ୍ତ୍ରୀଙ୍କ) ଆତ୍ମନିର୍ଭର ଏସଡି(ସୁରକ୍ଷିତ ଡିଜିଟାଲ) କାର୍ଡରେ ‘ଭଗବତ ଗୀତା’ ମଧ୍ୟ ପଠାଯାଇଛି।

About The Author: The Sakala