ନେପାଳ: ନେପାଳରେ ଅଘଟଣ। ୪୦ ଯାତ୍ରୀଙ୍କୁ ଧରି ଯାଉଥିବା ବସ୍ ନଦୀକୁ ଖସିପଡିଛି। ଫଳରେ ୧୪ ଜଣ ଭାରତୀୟଙ୍କ ମୃତ୍ୟୁ ହୋଇଥିବା ସୂଚନା। ନେପାଳ କାଠମାଣ୍ଡୁରୁ ପୋଖରା ଦେଇ ଯାଉଥିବା ବେଳେ ଏକ ଭାରତୀୟ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇ ମାର୍ସାଙ୍ଗଗଡ଼ି ନଦୀକୁ ଖସିପଡିଛି । ଫଳରେ ସେଥିରେ ଯାଉଥିବା ସମସ୍ତ ଭାରତୀୟଙ୍କ ମଧ୍ୟରୁ ୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ୧୬ ଜଣ ଆହତ ହୋଇଥିବା ସୂଚନା।
ନେପାଳରେ ଅଘଟଣ: ନଦୀକୁ ଖସିଲା ଭାରତୀୟ ଯାତ୍ରୀବାହୀ ବସ୍, ୧୪ ମୃତ