By
The Sakala
ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେଲରେ ଇନସୁଲିନ ମିଳିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ ଯାହା ଏବେ ତାଙ୍କୁ ଦିଆଯାଇଛି । ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା । ଯେଉଁଥିପାଇଁ ସେ ନିଜେ […]
ନୂଆଦିଲ୍ଲୀ : ଦିଲ୍ଲୀ ମଦନୀତି ମାମଲରେ ତିହାର ଜେଲରେ ବନ୍ଦୀ ଜୀବନ ବିତାଉଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ଜେଲରେ ଇନସୁଲିନ ମିଳିଥିବା ଜଣାପଡ଼ିଛି। ଦୀର୍ଘ ଦିନ ଧରି ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ପାଇଁ ସେ ଇନସୁଲିନ ପାଇଁ ଦାବି କରି ଆସୁଥିଲେ ଯାହା ଏବେ ତାଙ୍କୁ ଦିଆଯାଇଛି ।
ସୂଚନା ଅନୁଯାୟୀ, ଅରବିନ୍ଦ କେଜ୍ରିଓ୍ୱାଲଙ୍କ ସୁଗାର ଲେବଲ୍ ଲଗାତାର ହାଇ ରହୁଥିଲା , ଯାହାକି ୩୨୦ ଯାଏଁ ପହଞ୍ଚି ଯାଇଥିଲା । ଯେଉଁଥିପାଇଁ ସେ ନିଜେ ତିହାର ଜେଲର ଅଧିକ୍ଷକଙ୍କୁ ଚିଠି ଲେଖି ଇନସୁଲିନ୍ ମାଗିଥିଲେ ।
About The Author: The Sakala