ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି…

The Sakala Picture
Published On

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି। ନିର୍ଦ୍ଧାରିତ ସମୟ ସୀମାରେ ଶେଷ ହୋଇଛି ଅଧିବେଶନ। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହା ସହ ଆଜି ରାଜ୍ୟସଭାରେ ଗୃ଼ହିତ ହୋଇଛି ଅନଲାଇନ ଗେମିଂ ବିଲ। ଗତକାଲି ଲୋକସଭାରେ ଗୃହିତ ହୋଇଥିଲା ବିଲ୍। ଚଳିତ ଅଧିବେଶନରେ ବିହାର ଏସଆଇଆର ପ୍ରସଙ୍ଗରେ ଗୃହ ହୋଇଥିଲା ବାରମ୍ବାର ମୁଲତବି। ଏହି ଅଧିବେଶନ କାଳରେ ଲୋକସଭାରେ ଗୃହିତ ହୋଇଥିଲା ୧୨ଟି ବିଲ୍। ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ […]

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି। ନିର୍ଦ୍ଧାରିତ ସମୟ ସୀମାରେ ଶେଷ ହୋଇଛି ଅଧିବେଶନ। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହା ସହ ଆଜି ରାଜ୍ୟସଭାରେ ଗୃ଼ହିତ ହୋଇଛି ଅନଲାଇନ ଗେମିଂ ବିଲ। ଗତକାଲି ଲୋକସଭାରେ ଗୃହିତ ହୋଇଥିଲା ବିଲ୍। ଚଳିତ ଅଧିବେଶନରେ ବିହାର ଏସଆଇଆର ପ୍ରସଙ୍ଗରେ ଗୃହ ହୋଇଥିଲା ବାରମ୍ବାର ମୁଲତବି। ଏହି ଅଧିବେଶନ କାଳରେ ଲୋକସଭାରେ ଗୃହିତ ହୋଇଥିଲା ୧୨ଟି ବିଲ୍। ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇଥିଲା ଆଲୋଚନା। ଅଧିବେଶନ କାଳରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ ହୋଇଥିଲା ଘମାଘୋଟ ଆଲୋଚନା। ସେହିପରି ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ବି ଗୃହରେ ଦେଖାଦେଇଥିଲା ଅଚଳାବସ୍ଥା। ବିହାର ଏସଆଇଆର ପ୍ରସଙ୍ଗରେ ଲଗାତାର ଗୃହରେ ସୃଷ୍ଟି ହୋଇଥିଲା ଝଡ଼। ଏସଆଇଆର ପ୍ରସଙ୍ଗରେ ଗୃହ ବାରମ୍ବାର ହୋଇଥିଲା ମୁଲତବି। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୃହରେ ଆଗତ କରିଥିଲେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍। ସେଥିରେ ଥିଲା ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ର ଶାସିତ ଅଞ୍ଚଳ ସରକାର ବିଲ୍ ୨୦୨୫ ଓ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍।

ଆହୁରି ପଢ଼ନ୍ତୁ: ଚୀନର ବଡ଼ ପଦକ୍ଷେପ: ହିଲିୟମ୍ ରପ୍ତାନି ଉପରେ କଟକଣା, ସେମିକଣ୍ଡକ୍ଟର ଶିଳ୍ପରେ ବଡ଼ ସଙ୍କଟ

21 Aug 2025 By The Sakala

ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି…

ନୂଆଦିଲ୍ଲୀ: ସଂସଦର ମୌସୁମୀ ଅଧିବେଶନ ଅନିର୍ଦ୍ଦିଷ୍ଟ କାଳ ଯାଏଁ ମୁଲତବି। ନିର୍ଦ୍ଧାରିତ ସମୟ ସୀମାରେ ଶେଷ ହୋଇଛି ଅଧିବେଶନ। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଏହା ସହ ଆଜି ରାଜ୍ୟସଭାରେ ଗୃ଼ହିତ ହୋଇଛି ଅନଲାଇନ ଗେମିଂ ବିଲ। ଗତକାଲି ଲୋକସଭାରେ ଗୃହିତ ହୋଇଥିଲା ବିଲ୍। ଚଳିତ ଅଧିବେଶନରେ ବିହାର ଏସଆଇଆର ପ୍ରସଙ୍ଗରେ ଗୃହ ହୋଇଥିଲା ବାରମ୍ବାର ମୁଲତବି। ଏହି ଅଧିବେଶନ କାଳରେ ଲୋକସଭାରେ ଗୃହିତ ହୋଇଥିଲା ୧୨ଟି ବିଲ୍। ଏହା ସହ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ହୋଇଥିଲା ଆଲୋଚନା। ଅଧିବେଶନ କାଳରେ ଅପରେସନ ସିନ୍ଦୂର ପ୍ରସଙ୍ଗରେ ହୋଇଥିଲା ଘମାଘୋଟ ଆଲୋଚନା। ସେହିପରି ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖଡ଼ଙ୍କ ଇସ୍ତଫାକୁ ନେଇ ବି ଗୃହରେ ଦେଖାଦେଇଥିଲା ଅଚଳାବସ୍ଥା। ବିହାର ଏସଆଇଆର ପ୍ରସଙ୍ଗରେ ଲଗାତାର ଗୃହରେ ସୃଷ୍ଟି ହୋଇଥିଲା ଝଡ଼। ଏସଆଇଆର ପ୍ରସଙ୍ଗରେ ଗୃହ ବାରମ୍ବାର ହୋଇଥିଲା ମୁଲତବି। ଗତ ଜୁଲାଇ ୨୧ରୁ ଆରମ୍ଭ ହୋଇଥିଲା ଅଧିବେଶନ। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ଗୃହରେ ଆଗତ କରିଥିଲେ କେତେକ ଗୁରୁତ୍ବପୂର୍ଣ୍ଣ ବିଲ୍। ସେଥିରେ ଥିଲା ଜାମ୍ମୁ କାଶ୍ମୀର ପୁନର୍ଗଠନ ସଂଶୋଧନ ବିଲ୍ ୨୦୨୫, କେନ୍ଦ୍ର ଶାସିତ ଅଞ୍ଚଳ ସରକାର ବିଲ୍ ୨୦୨୫ ଓ ୧୩୦ତମ ସମ୍ବିଧାନ ସଂଶୋଧନ ବିଲ୍।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର