ପାକ୍‌ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍‌ କଲା ଭାରତ

The Sakala Picture
Published On

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ଶାହିଦ ଆଫ୍ରିଦି ଏବଂ ହାନିଆ ଆମିରଙ୍କ ସମେତ ଅନେକ ସେଲିବ୍ରିଟି ଏହି ତାଲିକାରେ ସାମିଲ ଅଛନ୍ତି। ବୁଧବାର […]

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ଶାହିଦ ଆଫ୍ରିଦି ଏବଂ ହାନିଆ ଆମିରଙ୍କ ସମେତ ଅନେକ ସେଲିବ୍ରିଟି ଏହି ତାଲିକାରେ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଇରାନ ଯୁଦ୍ଧ: ହରମୁଜ୍ ପ୍ରଣାଳୀ ଅତିକ୍ରମ କରିବା ପାଇଁ ଭିନ୍ନ ରାସ୍ତା ଆପଣାଇଲେ ଦୁଇଟି ଭାରତୀୟ ଏଲପିଜି ଟ୍ୟାଙ୍କର

ବୁଧବାର କିଛି ଘଣ୍ଟା ପାଇଁ ଭାରତରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଦେଖାଯିବା ଆରମ୍ଭ ହୋଇଥିଲା। ଅନୁମାନ କରାଯାଉଥିଲା ଯେ, ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି, କିନ୍ତୁ ଗୁରୁବାର ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ବନ୍ଦ ହୋଇଗଲା। ଶାହିଦ ଆଫ୍ରିଦି, ଫୱାଦ ଖାନ କିମ୍ବା ମାହିରା ଖାନଙ୍କ ଆକାଉଣ୍ଟ ଖୋଜିବାରେ ଲେଖାଯାଇଛି,‘ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନୁହେଁ।’ ଏହି ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତାଙ୍କ ସହିତ, ମାହିର ଖାନ, ଫୱାଦ ଖାନ, ଶାହିଦ ଆଫ୍ରିଦି, ମାୱରା ହୋକାନ, ସବା କମର ଏବଂ ଅଲି ଜାଫରଙ୍କ ସମେତ ଅନେକ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯାଉନାହିଁ।

ଆହୁରି ପଢ଼ନ୍ତୁ: ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆ ବିମାନରେ ବୈଷୟିକ ତ୍ରୁଟି: ୭ ଘଣ୍ଟା ଉଡ଼ାଣ ପରେ ଆକାଶମାର୍ଗରୁ ଫେରିଲା ଦିଲ୍ଲୀ

ଆହୁରି ପଢ଼ନ୍ତୁ: ଆମେରିକା-ଇରାନ ଯୁଦ୍ଧ ମଧ୍ୟରେ ଲେବାନନରେ ଇସ୍ରାଏଲର ଆକ୍ରମଣ: ହେଜବୁଲ୍ଲାର ୩୫୦୦ ରକେଟ୍ ଓ ଭୟଙ୍କର ଧ୍ୱଂସଲୀଳା

03 Jul 2025 By The Sakala

ପାକ୍‌ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ବ୍ୟାନ୍‌ କଲା ଭାରତ

ନୂଆଦିଲ୍ଲୀ: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେଶନ ସିନ୍ଦୂର ମାଧ୍ୟମରେ ଆତଙ୍କବାଦୀଙ୍କଠାରୁ ପ୍ରତିଶୋଧ ନେଇଥିଲା। ଅପରେଶନ ସିନ୍ଦୂର ସମୟରେ ଭାରତରେ ଅଧିକାଂଶ ପାକିସ୍ତାନୀ ସେଲିବ୍ରିଟିଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲକୁ ବ୍ୟାନ୍‌ କରାଯାଇଥିଲା। ବୁଧବାର ଏହି ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଥିଲା, କିନ୍ତୁ ଏହାର ମାତ୍ର ଗୋଟିଏ ଦିନ ପରେ, ଏହି ଆକାଉଣ୍ଟଗୁଡ଼ିକୁ ପୁଣି ଥରେ ବ୍ୟାନ୍‌ କରାଯାଇଛି। ଶାହିଦ ଆଫ୍ରିଦି ଏବଂ ହାନିଆ ଆମିରଙ୍କ ସମେତ ଅନେକ ସେଲିବ୍ରିଟି ଏହି ତାଲିକାରେ ସାମିଲ ଅଛନ୍ତି।

ବୁଧବାର କିଛି ଘଣ୍ଟା ପାଇଁ ଭାରତରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଦେଖାଯିବା ଆରମ୍ଭ ହୋଇଥିଲା। ଅନୁମାନ କରାଯାଉଥିଲା ଯେ, ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକରୁ ପ୍ରତିବନ୍ଧକ ହଟାଇ ଦିଆଯାଇଛି, କିନ୍ତୁ ଗୁରୁବାର ପୁଣି ଥରେ ପାକିସ୍ତାନୀ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯିବା ବନ୍ଦ ହୋଇଗଲା। ଶାହିଦ ଆଫ୍ରିଦି, ଫୱାଦ ଖାନ କିମ୍ବା ମାହିରା ଖାନଙ୍କ ଆକାଉଣ୍ଟ ଖୋଜିବାରେ ଲେଖାଯାଇଛି,‘ଏହି ଆକାଉଣ୍ଟ ଭାରତରେ ଉପଲବ୍ଧ ନୁହେଁ।’ ଏହି ବିଷୟରେ ସରକାରଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଆସିନାହିଁ। ତାଙ୍କ ସହିତ, ମାହିର ଖାନ, ଫୱାଦ ଖାନ, ଶାହିଦ ଆଫ୍ରିଦି, ମାୱରା ହୋକାନ, ସବା କମର ଏବଂ ଅଲି ଜାଫରଙ୍କ ସମେତ ଅନେକ ତାରକାଙ୍କ ଆକାଉଣ୍ଟ ଭାରତରେ ଦେଖାଯାଉନାହିଁ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର