ଛାନିଆ ପାକିସ୍ତାନ: ପରିବାରକୁ ବିଦେଶ ପଠାଇଲେ ପାକ୍ ସେନା ମୁଖ୍ୟ ଅସୀମ ମୁନିର…

ନୂଆଦିଲ୍ଲୀ: ଭାରତର ଆକ୍ସନରେ ଛାନିଆ ପାକିସ୍ତାନ। ପୂରା ପରିବାରକୁ ବିଦେଶ ପଠାଇଲେ ସେନା ମୁଖ୍ୟ ଅସୀମ ମୁନିର । ବିମାନରେ ନିଜ ପରିବାରକୁ ବିଦେଶ ପଠାଇଥିବା ସୂଚନା। ଅନେକ ପାକ୍ ସେନା ଅଧିକାରୀମାନେ ମଧ୍ଯ ନିଜ ପରିବାରକୁ ବିଦେଶ ପଠାଉଥିବା ଜଣାପଡ଼ିଛି। ପହଲଗାମ୍ ଆକ୍ରମଣ ପଛରେ ସେନା ମୁଖ୍ୟ ଥିବା ନେଇ ଚର୍ଚ୍ଚା ପରେ ଏଭଳି ଖବର ସାମ୍ନାକୁ ଆସିଛି।

About The Author: The Sakala