ଟ୍ରମ୍ପ ପୁଣି ଟାଇମ୍ସ ମାଗାଜିନ୍‌ର ‘ପର୍ସନ ଅଫ ଦି ଇୟର’

The Sakala Picture
Published On

ୱାଶିଂଟନ୍‌: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ଟାଇମ୍ସ ମାଗାଜିନ୍‌ ଦ୍ବାରା ଚଳିତ ବର୍ଷର ‘ ପର୍ସନ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତି ହୋଇଛନ୍ତି। ସେ ଦ୍ବିତୀୟଥର ପାଇଁ ଏହି ସମ୍ମାନ ପାଇବେ। ଟ୍ରମ୍ପଙ୍କ ପ୍ରଥମ ଶାସନ କାଳରେ ୨୦୧୬ରେ ଏହି ପତ୍ରିକା ଦ୍ବାରା ସେ ‘ ପର୍ସନ ଅଫ ଦି ଇୟର’ ଭାବେ ସମ୍ମାନିତ ହୋଇଥିଲେ। ଏବେ ୨୦୨୪ ପାଇଁ ପୁଣି ମନୋନୀତ ହୋଇଛନ୍ତି। ମାତ୍ର ୬ ମାସ […]

ୱାଶିଂଟନ୍‌: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ଟାଇମ୍ସ ମାଗାଜିନ୍‌ ଦ୍ବାରା ଚଳିତ ବର୍ଷର ‘ ପର୍ସନ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତି ହୋଇଛନ୍ତି। ସେ ଦ୍ବିତୀୟଥର ପାଇଁ ଏହି ସମ୍ମାନ ପାଇବେ। ଟ୍ରମ୍ପଙ୍କ ପ୍ରଥମ ଶାସନ କାଳରେ ୨୦୧୬ରେ ଏହି ପତ୍ରିକା ଦ୍ବାରା ସେ ‘ ପର୍ସନ ଅଫ ଦି ଇୟର’ ଭାବେ ସମ୍ମାନିତ ହୋଇଥିଲେ। ଏବେ ୨୦୨୪ ପାଇଁ ପୁଣି ମନୋନୀତ ହୋଇଛନ୍ତି। ମାତ୍ର ୬ ମାସ ତଳେ ଏକ ଅପରାଧିକ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ବିଚାର ଚାଲିଥିଲା ବେଳେ ଟ୍ରମ୍ପ ଆମେରିକାର ମାନହଟ୍ଟନସ୍ଥିତ ଏକ କୋର୍ଟରେ ବିଚାରପତିଙ୍କ ନିର୍ଦ୍ଦେଶ ଶୁଣୁଥିବା ଦେଖାଯାଇଥÒଲା। କିନ୍ତୁ ଗତ ୬ ମାସ ମଧ୍ୟରେ ଟ୍ରମ୍ପଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ବିପୁଳ ବିଜୟ ସହ ରାଷ୍ଟ୍ରପତି ନିର୍ବାଚିତ ହେବା ସହିତ ୨୦୨୪ ବର୍ଷର ପର୍ସନ ଅଫ୍‌ ଦି ଇୟର’ରେ ସମ୍ମାନିତ ହୋଇଛନ୍ତି। ଏହି ବିଷୟ ଘୋଷଣା କରାଯିବା ପରେ ଗୁରୁବାର ଟ୍ରମ୍ପ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜର ‘ ଓପନିଂ ବେଲ୍‌’ର ଉଦଘାଟନ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦୁବାଇରେ କାହିଁକି ରାସ୍ତାରେ କୁକୁର ଛାଡି ପଳାଉଛନ୍ତି ଲୋକେ? ସାମ୍ନାକୁ ଆସିଲା ଚିନ୍ତାଜନକ ସତ୍ୟ

13 Dec 2024 By The Sakala

ଟ୍ରମ୍ପ ପୁଣି ଟାଇମ୍ସ ମାଗାଜିନ୍‌ର ‘ପର୍ସନ ଅଫ ଦି ଇୟର’

ୱାଶିଂଟନ୍‌: ଆମେରିକାର ନିର୍ବାଚିତ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରତିଷ୍ଠିତ ଆନ୍ତର୍ଜାତିକ ପତ୍ରିକା ଟାଇମ୍ସ ମାଗାଜିନ୍‌ ଦ୍ବାରା ଚଳିତ ବର୍ଷର ‘ ପର୍ସନ ଅଫ୍‌ ଦି ଇୟର’ ସମ୍ମାନ ପାଇଁ ମନୋନୀତି ହୋଇଛନ୍ତି। ସେ ଦ୍ବିତୀୟଥର ପାଇଁ ଏହି ସମ୍ମାନ ପାଇବେ। ଟ୍ରମ୍ପଙ୍କ ପ୍ରଥମ ଶାସନ କାଳରେ ୨୦୧୬ରେ ଏହି ପତ୍ରିକା ଦ୍ବାରା ସେ ‘ ପର୍ସନ ଅଫ ଦି ଇୟର’ ଭାବେ ସମ୍ମାନିତ ହୋଇଥିଲେ। ଏବେ ୨୦୨୪ ପାଇଁ ପୁଣି ମନୋନୀତ ହୋଇଛନ୍ତି। ମାତ୍ର ୬ ମାସ ତଳେ ଏକ ଅପରାଧିକ ମାମଲାରେ ଟ୍ରମ୍ପଙ୍କ ବିରୋଧରେ ବିଚାର ଚାଲିଥିଲା ବେଳେ ଟ୍ରମ୍ପ ଆମେରିକାର ମାନହଟ୍ଟନସ୍ଥିତ ଏକ କୋର୍ଟରେ ବିଚାରପତିଙ୍କ ନିର୍ଦ୍ଦେଶ ଶୁଣୁଥିବା ଦେଖାଯାଇଥÒଲା। କିନ୍ତୁ ଗତ ୬ ମାସ ମଧ୍ୟରେ ଟ୍ରମ୍ପଙ୍କ ଭାଗ୍ୟ ସମ୍ପୂର୍ଣ୍ଣ ବଦଳି ଯାଇଛି। ସେ ବିପୁଳ ବିଜୟ ସହ ରାଷ୍ଟ୍ରପତି ନିର୍ବାଚିତ ହେବା ସହିତ ୨୦୨୪ ବର୍ଷର ପର୍ସନ ଅଫ୍‌ ଦି ଇୟର’ରେ ସମ୍ମାନିତ ହୋଇଛନ୍ତି। ଏହି ବିଷୟ ଘୋଷଣା କରାଯିବା ପରେ ଗୁରୁବାର ଟ୍ରମ୍ପ ନ୍ୟୁୟର୍କ ଷ୍ଟକ୍‌ ଏକ୍ସଚେଞ୍ଜର ‘ ଓପନିଂ ବେଲ୍‌’ର ଉଦଘାଟନ କରିଛନ୍ତି।

https://www.thesakala.in/national-international/trump-is-time-person-of-the-year-again/article-37217
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର