ତ୍ରିପୁରାରେ HIV ଭୟ: ସଂକ୍ରମିତ ହେଲେଣି ୮୨୮ ଛାତ୍ର, ଗଲାଣି ୪୭ ଜଣଙ୍କ ଜୀବନ

The Sakala Picture
Published On

ନୂଆଦିଲ୍ଲୀ: ତ୍ରିପୁରାରୁ ଆସିଲା ଅଭାବନୀୟ ଖବର। ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୮୨୮ ଜଣା ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର। ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି […]

ନୂଆଦିଲ୍ଲୀ: ତ୍ରିପୁରାରୁ ଆସିଲା ଅଭାବନୀୟ ଖବର। ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୮୨୮ ଜଣା ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର। ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି କି, ଏହି ସଂଖ୍ୟା ୨୦୦୭ରୁ ୨୦୨୪ର ରିପୋର୍ଟ।

ଆହୁରି ପଢ଼ନ୍ତୁ: ଆମେରିକା ଓ ଇସ୍ରାଏଲକୁ ଇରାନର ବଡ଼ ଚେତାବନୀ: ବ୍ୟାଙ୍କ, ଗୁଗୁଲ ଏବଂ ମାଇକ୍ରୋସଫ୍ଟ ଭଳି ଆର୍ଥିକ କେନ୍ଦ୍ରଗୁଡ଼ିକୁ ଟାର୍ଗେଟ

10 Jul 2024 By The Sakala

ତ୍ରିପୁରାରେ HIV ଭୟ: ସଂକ୍ରମିତ ହେଲେଣି ୮୨୮ ଛାତ୍ର, ଗଲାଣି ୪୭ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ତ୍ରିପୁରାରୁ ଆସିଲା ଅଭାବନୀୟ ଖବର। ରାଜ୍ୟରେ ବଢ଼ିବାରେ ଲାଗିଛି ଏଚଆଇଭି ସଂକ୍ରମିତଙ୍କ ସଂଖ୍ୟା । ରାଜ୍ୟରେ ୮୨୮ ଜଣା ଛାତ୍ର ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୪୭ ଜଣଙ୍କ ଜୀବନ ଯାଇଛି। ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି ଏହି ଖବର। ତେବେ ଏହାକୁ ନେଇ ତ୍ରିପୁରା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରତିକ୍ରିୟା ପ୍ରକାଶ ପାଇଛି। ତେବେ ଏହି ରିପୋର୍ଟ ବିଭ୍ରାନ୍ତିକର ବୋଲି କୁହାଯାଇଛି । କୁହାଯାଇଛି କି, ଏହି ସଂଖ୍ୟା ୨୦୦୭ରୁ ୨୦୨୪ର ରିପୋର୍ଟ।

https://www.thesakala.in/national-international/hiv-infection-in-tripura-828-students-tested-positive-47-died/article-33544
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର