କରୋନା ଯୋଗୁଁ ଏଥର ବି ରଦ୍ଦ ହେଲା ଅମରନାଥ ଯାତ୍ରା, ଅନଲାଇନରେ ଦର୍ଶନ କରିବେ ଶ୍ରଦ୍ଧାଳୁ

The Sakala Picture
Published On

ମହାମାରୀ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ଏ ବର୍ଷ ମଧ୍ୟ ଅମରନାଥ ଯାତ୍ରା ରଦ୍ଦ କରିବା ପାଇଁ ନିଷ୍ପତି ନେଇଛି । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଏପରି ନିଷ୍ପତି ନିଆଯାଇଛି । ଏ ସମ୍ବନ୍ଧରେ ସୋମବାର ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। କହିରଖୁଛୁ ଗତ ବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ଅମରନାଥ ଯାତ୍ରା ରଦ୍ଧ କରାଯାଇଥିଲା । ତେବେ ଭକ୍ତମାନଙ୍କ ପାଇଁ ହିମଲିଙ୍ଗର […]

ମହାମାରୀ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ଏ ବର୍ଷ ମଧ୍ୟ ଅମରନାଥ ଯାତ୍ରା ରଦ୍ଦ କରିବା ପାଇଁ ନିଷ୍ପତି ନେଇଛି । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଏପରି ନିଷ୍ପତି ନିଆଯାଇଛି । ଏ ସମ୍ବନ୍ଧରେ ସୋମବାର ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। କହିରଖୁଛୁ ଗତ ବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ଅମରନାଥ ଯାତ୍ରା ରଦ୍ଧ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ବିନା ବାରୁଦ, ବିନା ବିସ୍ଫୋରଣରେ ଶତ୍ରୁ ନିପାତ: ଜାଣନ୍ତୁ ଆମେରିକାର ଭୟଙ୍କର 'ଲେଜି ଡଗ୍' ଅସ୍ତ୍ର ବିଷୟରେ

ତେବେ ଭକ୍ତମାନଙ୍କ ପାଇଁ ହିମଲିଙ୍ଗର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ଘରେ ବସି ହିମଲିଙ୍ଗ ଦର୍ଶନ କରିପାରିବେ । ଏହାସହ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖିଆଗରେ ରଖି ସକାଳେ ଓ ସନ୍ଧ୍ୟା ବେଳେ ଅମରନାଥଙ୍କ ଆଳତି ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ।

ଆହୁରି ପଢ଼ନ୍ତୁ: ବିକାଜି ଫୁଡ୍ସର ପ୍ରତିଷ୍ଠାତା ଶିବ ରତନ ଅଗ୍ରୱାଲଙ୍କ ପରଲୋକ, ୭୪ ବର୍ଷ ବୟସରେ ହୃଦଘାତରେ ମୃତ୍ୟୁ

21 Jun 2021 By The Sakala

କରୋନା ଯୋଗୁଁ ଏଥର ବି ରଦ୍ଦ ହେଲା ଅମରନାଥ ଯାତ୍ରା, ଅନଲାଇନରେ ଦର୍ଶନ କରିବେ ଶ୍ରଦ୍ଧାଳୁ

ମହାମାରୀ କରୋନା ସଂକ୍ରମଣର ତୃତୀୟ ଲହରର ଆଶଙ୍କାକୁ ଦୃଷ୍ଟିରେ ରଖି ଜମ୍ମୁ-କଶ୍ମୀର ପ୍ରଶାସନ ଏ ବର୍ଷ ମଧ୍ୟ ଅମରନାଥ ଯାତ୍ରା ରଦ୍ଦ କରିବା ପାଇଁ ନିଷ୍ପତି ନେଇଛି । ଶ୍ରାଇନ୍ ବୋର୍ଡଠାରୁ ପରାମର୍ଶ ନେବା ପରେ ଏପରି ନିଷ୍ପତି ନିଆଯାଇଛି । ଏ ସମ୍ବନ୍ଧରେ ସୋମବାର ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ସୂଚନା ଦେଇଛନ୍ତି। କହିରଖୁଛୁ ଗତ ବର୍ଷ ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ଅମରନାଥ ଯାତ୍ରା ରଦ୍ଧ କରାଯାଇଥିଲା ।

ତେବେ ଭକ୍ତମାନଙ୍କ ପାଇଁ ହିମଲିଙ୍ଗର ଅନଲାଇନ ଦର୍ଶନ ବ୍ୟବସ୍ଥା କରାଯିବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଶ୍ରଦ୍ଧାଳୁ ଘରେ ବସି ହିମଲିଙ୍ଗ ଦର୍ଶନ କରିପାରିବେ । ଏହାସହ ଶ୍ରଦ୍ଧାଳୁଙ୍କ ଭାବାବେଗକୁ ଆଖିଆଗରେ ରଖି ସକାଳେ ଓ ସନ୍ଧ୍ୟା ବେଳେ ଅମରନାଥଙ୍କ ଆଳତି ଲାଇଭ କରାଯିବାର ବ୍ୟବସ୍ଥା କରାଯିବ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର