ଠିଆ ହୋଇଥିବା ବସକୁ ଧକ୍କା ଦେଲା ଟ୍ରକ୍କ: ୬ମୃତ, ୨୫ରୁ ଅଧିକ ଆହତ
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗୋରଖପୁରରେ ଘଟିଛି ଏକ ମର୍ମନ୍ତୁଦ ସଦକ ଦୁର୍ଘଟଣା ଘଟିଛି। ଗୋରଖପୁରରୁ ଦୃତ ଗତିରେ ଆସୁଥିବା ଟ୍ରକ କୁଶୀନଗର ରାଜପଥରେ ଠିଆ ହୋଇଥିବା ଏକ ବସକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଗୋରଖପୁରରୁ ଏକ ବସ୍ […]
ଉତ୍ତରପ୍ରଦେଶ: ଉତ୍ତରପ୍ରଦେଶ ଗୋରଖପୁରରେ ଘଟିଛି ଏକ ମର୍ମନ୍ତୁଦ ସଦକ ଦୁର୍ଘଟଣା ଘଟିଛି। ଗୋରଖପୁରରୁ ଦୃତ ଗତିରେ ଆସୁଥିବା ଟ୍ରକ କୁଶୀନଗର ରାଜପଥରେ ଠିଆ ହୋଇଥିବା ଏକ ବସକୁ ଧକ୍କା ଦେଇଥିଲା । ଏହି ଦୁର୍ଘଟଣାରେ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଅଧିକ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତ ମାନଙ୍କୁ ଉଦ୍ଧାରକରି ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଗୋରଖପୁରରୁ ଏକ ବସ୍ କୁଶୀନଗର ଅଭିମୁଖେ ଯାତ୍ରା କରୁଥିଲା । ବସରେ ୩୦ରୁ ୪୦ରୁ ଉର୍ଦ୍ଧ୍ଵ ଲୋକ ଥିବା ବେଳେ ବସଟି କୁଶୀନଗର ରାଜପଥରେ ଠିଆ ହୋଇଥିଲା । ସେତେବେଳେ ଗୋରଖପୁରରୁ ଦୃତଗତିରେ ଆସୁଥିବା ଏକ ଟ୍ରକ ବସଟିକୁ ଧକ୍କା ଦେଇଥିଲା । ବସରେ ଥିବା ସମସ୍ତ ଯାତ୍ରୀ ମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୫ରୁ ଉର୍ଦ୍ଧ୍ଵ ଲୋକ ଆହତ ହୋଇଛନ୍ତି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ସେପଟେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସମସ୍ତ ଆହତ ମାନଙ୍କ ମଧ୍ୟରୁ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି।