ଦିଲ୍ଲୀରେ ବିଭତ୍ସ ହତ୍ୟା ଘଟଣା: ହତ୍ୟାକାରୀ ଗିରଫ, ପ୍ରେମିକାକୁ ୪୦ ଥର ଛୁରୀ ମାରିବା ପରେ ପଥରରେ ଛେଚିଥିଲା ରାକ୍ଷସ ପ୍ରେମିକ

The Sakala Picture
Published On

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ। ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ରିଲେସନସିପରେ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା […]

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ। ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି ।

ଆହୁରି ପଢ଼ନ୍ତୁ: ଜନ୍ତର ମନ୍ତରରେ CJP ର ବିକ୍ଷୋଭ: ଦିଲ୍ଲୀରେ ୧୬ଟି ମେଟ୍ରୋ ଷ୍ଟେସନ ବନ୍ଦ

ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ରିଲେସନସିପରେ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାହିଲ ସାକ୍ଷୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାହିଲ ଆକ୍ରମଣ କରିବା ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ଲୋକ ସାକ୍ଷୀକୁ ଉଦ୍ଧାର କରିବାକୁ ନଯାଇ ନୀରବଦ୍ରଷ୍ଟା ସାଜିଥିଲେ । ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ସେଠାରୁ ଆରାମରେ ଚାଲି ଯାଇଥିଲେ ବି କେହି ତାକୁ ଅଟକାଇବାକୁ ବି ସାହସ କରିନଥିଲେ ।

ଆହୁରି ପଢ଼ନ୍ତୁ: ସିକ୍କିମ ଟନେଲ ଦୁର୍ଘଟଣା: ୨୨ ଜଣଙ୍କ ମୃତଦେହ ଉଦ୍ଧାର, ୩ ନିଖୋଜ ଶ୍ରମିକଙ୍କ ପାଇଁ ଖୋଜାଖୋଜି ଜାରି

ପୁଲିସ ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ସାହିଲ ରାଗ ପଞ୍ଚମ ହୋଇ ଯାଇଥିଲା । ସାକ୍ଷୀକୁ ହତ୍ୟା କରିବାକୁ ସେ ସୁଯୋଗ ଖୋଜୁଥିଲା । ଏଥିପାଇଁ ସବୁବେଳେ ପାଖରେ ଏକ ଛୁରୀ ରଖୁଥିଲା । ଘଟଣା ଦିନ ସାକ୍ଷୀଙ୍କୁ ରାସ୍ତାରେ ଦେଖି ହଠାତ ଆକ୍ରମଣ କରି ଦେଇଥିଲା । ସାକ୍ଷୀଙ୍କୁ ଧରି ତାଙ୍କ ମୁଣ୍ଡକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ଚାଲିଥିଲା । ଏତିକିରେ ସାହିଲର ମନ ଶାନ୍ତ ହୋଇ ନଥିଲା । ପଖରେ ନାଳରେ ଢଙ୍କା ଯାଇଥିବା ଏକ ଭାରି ପଥର ଉଠାଇ ସାକ୍ଷୀଙ୍କୁ ଛେଚି ଦେଇଥିଲା ।

ଆହୁରି ପଢ଼ନ୍ତୁ: ୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍

29 May 2023 By The Sakala

ଦିଲ୍ଲୀରେ ବିଭତ୍ସ ହତ୍ୟା ଘଟଣା: ହତ୍ୟାକାରୀ ଗିରଫ, ପ୍ରେମିକାକୁ ୪୦ ଥର ଛୁରୀ ମାରିବା ପରେ ପଥରରେ ଛେଚିଥିଲା ରାକ୍ଷସ ପ୍ରେମିକ

ଦିଲ୍ଲୀ: ଦିଲ୍ଲୀ ଶାହବାଦ ଡେୟରୀ ଅଞ୍ଚଳରେ ବିଭତ୍ସ ହତ୍ୟା । ନାବାଳିକା ପ୍ରେମିକାକୁ ୪୦ ଥର ଛୁରୀ ମାରି ହତ୍ୟା କଲା ପ୍ରେମିକ । ସେତିକି ନୁହେଁ ହତ୍ୟା କରିବା ପରେପାଖରେ ପଡ଼ିଥିବା ପଥର ଉଠାଇ ଛେଚି ଦେଇଥିଲା ପ୍ରେମିକ। ଘଟଣାରେ ଅଭିଯୁକ୍ତ ସାହିଲକୁ ଗିରଫ କରିଛି ପୁଲିସ। ଉତ୍ତରପ୍ରଦେଶ ବୁଲେନ୍ଦସହରରୁ ସାହିଲକୁ ଗିରଫ କରାଯାଇଛି ।

ସୂଚନା ଅନୁସାରେ, ସାହିଲ ଓ ସାକ୍ଷୀ ରିଲେସନସିପରେ ଥିଲେ । କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ଏହାକୁ ନେଇ ସାହିଲ ସାକ୍ଷୀଙ୍କୁ ଆକ୍ରମଣ କରି ହତ୍ୟା କରିଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଲା ସାହିଲ ଆକ୍ରମଣ କରିବା ବେଳେ ସେଠାରେ ଉପସ୍ଥିତ ଥିବା କୌଣସି ଲୋକ ସାକ୍ଷୀକୁ ଉଦ୍ଧାର କରିବାକୁ ନଯାଇ ନୀରବଦ୍ରଷ୍ଟା ସାଜିଥିଲେ । ସାକ୍ଷୀଙ୍କୁ ହତ୍ୟା କରିବା ପରେ ସାହିଲ ସେଠାରୁ ଆରାମରେ ଚାଲି ଯାଇଥିଲେ ବି କେହି ତାକୁ ଅଟକାଇବାକୁ ବି ସାହସ କରିନଥିଲେ ।

ପୁଲିସ ସୂଚନା ଅନୁଯାୟୀ, କୌଣସି କାରଣକୁ ନେଇ ଉଭୟଙ୍କ ମଧ୍ୟରେ ମତାନ୍ତର ହେବା ପରେ ସାହିଲ ରାଗ ପଞ୍ଚମ ହୋଇ ଯାଇଥିଲା । ସାକ୍ଷୀକୁ ହତ୍ୟା କରିବାକୁ ସେ ସୁଯୋଗ ଖୋଜୁଥିଲା । ଏଥିପାଇଁ ସବୁବେଳେ ପାଖରେ ଏକ ଛୁରୀ ରଖୁଥିଲା । ଘଟଣା ଦିନ ସାକ୍ଷୀଙ୍କୁ ରାସ୍ତାରେ ଦେଖି ହଠାତ ଆକ୍ରମଣ କରି ଦେଇଥିଲା । ସାକ୍ଷୀଙ୍କୁ ଧରି ତାଙ୍କ ମୁଣ୍ଡକୁ ଛୁରୀରେ ଆଘାତ ପରେ ଆଘାତ ଦେଇ ଚାଲିଥିଲା । ଏତିକିରେ ସାହିଲର ମନ ଶାନ୍ତ ହୋଇ ନଥିଲା । ପଖରେ ନାଳରେ ଢଙ୍କା ଯାଇଥିବା ଏକ ଭାରି ପଥର ଉଠାଇ ସାକ୍ଷୀଙ୍କୁ ଛେଚି ଦେଇଥିଲା ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର