ଅମିତାଭ ବଚ୍ଚନଙ୍କ ଆବାସ ସୁରକ୍ଷା ବଢ଼ିଲା

The Sakala Picture
Published On

ମୁମ୍ବଇ: ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କ ଧମକ ପରେ ବିଗ ବି ଅମିତାଭ ବଚ୍ଚନଙ୍କ ଘର ‘ଜଲସା’ର ସୁରକ୍ଷା ବୃଦ୍ଧି କରାଯାଇଛି। ଏବେ ସେଠାରେ ମୁମ୍ବଇ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ଏହା ପୂର୍ବରୁ କିଛି ଦିନ ତଳେ ମୁମ୍ବଇରେ ବିଗ ବି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ସୁଟିଂ କରାଇ ଦେବେନି ବୋଲି ଧମକ ଦେଇଥିଲେ। ତେବେ ସେ ବର୍ତ୍ତମାନ ୨ ଅଭିନେତାଙ୍କ ବିରୋଧରେ ନୁହେଁ ବରଂ ତାଙ୍କ କାମ ବିରୋଧରେ କହିଥିଲେ ବୋଲି […]

ମୁମ୍ବଇ: ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କ ଧମକ ପରେ ବିଗ ବି ଅମିତାଭ ବଚ୍ଚନଙ୍କ ଘର ‘ଜଲସା’ର ସୁରକ୍ଷା ବୃଦ୍ଧି କରାଯାଇଛି। ଏବେ ସେଠାରେ ମୁମ୍ବଇ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ଏହା ପୂର୍ବରୁ କିଛି ଦିନ ତଳେ ମୁମ୍ବଇରେ ବିଗ ବି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ସୁଟିଂ କରାଇ ଦେବେନି ବୋଲି ଧମକ ଦେଇଥିଲେ। ତେବେ ସେ ବର୍ତ୍ତମାନ ୨ ଅଭିନେତାଙ୍କ ବିରୋଧରେ ନୁହେଁ ବରଂ ତାଙ୍କ କାମ ବିରୋଧରେ କହିଥିଲେ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ସେମାନେ ଅସଲି ହିରୋ ନୁହଁନ୍ତି। ଯଦି ସେମାନେ ପ୍ରକୃତରେ ହିରୋ ହୋଇଥାନ୍ତେ ତେବେ ଲୋକଙ୍କ ସମସ୍ୟା ସମଧାନ ଦିଗରେ କାର୍ଯ୍ୟ କରିଥାନ୍ତେ। ଯଦି ସେମାନେ କାଗଜ ବାଘ ହେବାକୁ ଯାଉଛନ୍ତି ତେବେ ଆମର କିଛି ସମସ୍ୟା ନାହିଁ। ଯେତେବେଳେ ତାଙ୍କ ଫିଲ୍ମ ମୁକ୍ତିଲାଭ କରିବ ସେତେବେଳେ ଆମେ କଳାପତାକା ଦେଖାଇବୁ। ଆମେ ଗୋଡସେ ବାଲା ନୁହେଁ, ବରଂ ଗାନ୍ଧୀବାଦୀ।

ଆହୁରି ପଢ଼ନ୍ତୁ: FATF ର ନୂତନ ଉପାଧ୍ୟକ୍ଷ ଭାବେ ନିଯୁକ୍ତ ହେଲେ ୧୯୯୪ ବ୍ୟାଚ୍ ର ଆଇଏଏସ୍ ଅଧିକାରୀ ବିବେକ ଅଗ୍ରୱାଲ

କଂଗ୍ରେସର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦଳର ସରକାର ଥିବା ସମୟରେ ତୈଳ ଦର ବୃଦ୍ଧି ହେଲେ ବଡ ବଡ ସେଲିବ୍ରିଟି ଖୋଲାଖୋଲି ଭାବେ ସମାଲୋଚନା କରୁଥିଲେ। କିନ୍ତୁ ଏବେ ପେଟ୍ରୋଲ ୧୦୦ ଟଙ୍କା ପାର କରିଥିଲେ ମଧ୍ୟ ସମସ୍ତେ ଚୁପ ହୋଇ ରହିଛନ୍ତି।

ଆହୁରି ପଢ଼ନ୍ତୁ: ରାମ ମନ୍ଦିର ଟ୍ରଷ୍ଟକୁ ଆର୍ଥିକ ହିସାବ ମାଗିଲା ପିଏମଓ: ଏସଆଇଟି ତଦନ୍ତର ବାହାନା ଦେଖାଇ ତଥ୍ୟ ଦେବାକୁ ମନା କଲା ଟ୍ରଷ୍ଟ

21 Feb 2021 By The Sakala

ଅମିତାଭ ବଚ୍ଚନଙ୍କ ଆବାସ ସୁରକ୍ଷା ବଢ଼ିଲା

ମୁମ୍ବଇ: ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପଟୋଲେଙ୍କ ଧମକ ପରେ ବିଗ ବି ଅମିତାଭ ବଚ୍ଚନଙ୍କ ଘର ‘ଜଲସା’ର ସୁରକ୍ଷା ବୃଦ୍ଧି କରାଯାଇଛି। ଏବେ ସେଠାରେ ମୁମ୍ବଇ ପୁଲିସ କର୍ମଚାରୀ ମୁତୟନ ହୋଇଛନ୍ତି। ଏହା ପୂର୍ବରୁ କିଛି ଦିନ ତଳେ ମୁମ୍ବଇରେ ବିଗ ବି ଏବଂ ଅକ୍ଷୟ କୁମାରଙ୍କ ଫିଲ୍ମ ସୁଟିଂ କରାଇ ଦେବେନି ବୋଲି ଧମକ ଦେଇଥିଲେ। ତେବେ ସେ ବର୍ତ୍ତମାନ ୨ ଅଭିନେତାଙ୍କ ବିରୋଧରେ ନୁହେଁ ବରଂ ତାଙ୍କ କାମ ବିରୋଧରେ କହିଥିଲେ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି। ସେମାନେ ଅସଲି ହିରୋ ନୁହଁନ୍ତି। ଯଦି ସେମାନେ ପ୍ରକୃତରେ ହିରୋ ହୋଇଥାନ୍ତେ ତେବେ ଲୋକଙ୍କ ସମସ୍ୟା ସମଧାନ ଦିଗରେ କାର୍ଯ୍ୟ କରିଥାନ୍ତେ। ଯଦି ସେମାନେ କାଗଜ ବାଘ ହେବାକୁ ଯାଉଛନ୍ତି ତେବେ ଆମର କିଛି ସମସ୍ୟା ନାହିଁ। ଯେତେବେଳେ ତାଙ୍କ ଫିଲ୍ମ ମୁକ୍ତିଲାଭ କରିବ ସେତେବେଳେ ଆମେ କଳାପତାକା ଦେଖାଇବୁ। ଆମେ ଗୋଡସେ ବାଲା ନୁହେଁ, ବରଂ ଗାନ୍ଧୀବାଦୀ।

କଂଗ୍ରେସର ପକ୍ଷରୁ ଅଭିଯୋଗ କରାଯାଇଛି ଯେ ଦଳର ସରକାର ଥିବା ସମୟରେ ତୈଳ ଦର ବୃଦ୍ଧି ହେଲେ ବଡ ବଡ ସେଲିବ୍ରିଟି ଖୋଲାଖୋଲି ଭାବେ ସମାଲୋଚନା କରୁଥିଲେ। କିନ୍ତୁ ଏବେ ପେଟ୍ରୋଲ ୧୦୦ ଟଙ୍କା ପାର କରିଥିଲେ ମଧ୍ୟ ସମସ୍ତେ ଚୁପ ହୋଇ ରହିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର