ଭାରତ ସ୍ୱାଧୀନ; ଆମେ କିନ୍ତୁ ଚାକର: ଇମ୍ରାନ ଖାନ୍

The Sakala Picture
Published On

ଇସଲାମାବାଦ: ବିଗତ କିଛି ଦିନ ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଆସୁଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଆଉ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି। ଭାରତ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ସରକାରଙ୍କୁ ସେ ଚାକର ବୋଲି କହିଛନ୍ତି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ପ୍ରସଙ୍ଗରେ ଇମ୍ରାନ କହିଛନ୍ତି ଯେ, ଆମେ ହେଉଛୁ ଆମେରିକାର କ୍ରୀତଦାସ। ଭାରତ ଆମେରିକାର କଟକଣା ସତ୍ତ୍ବେ ରୁଷରୁ […]

ଇସଲାମାବାଦ: ବିଗତ କିଛି ଦିନ ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଆସୁଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଆଉ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି। ଭାରତ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ସରକାରଙ୍କୁ ସେ ଚାକର ବୋଲି କହିଛନ୍ତି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ପ୍ରସଙ୍ଗରେ ଇମ୍ରାନ କହିଛନ୍ତି ଯେ, ଆମେ ହେଉଛୁ ଆମେରିକାର କ୍ରୀତଦାସ। ଭାରତ ଆମେରିକାର କଟକଣା ସତ୍ତ୍ବେ ରୁଷରୁ ଶସ୍ତାରେ ତେଲ କିଣି ନିଜ ଦେଶରେ ମୂଲ୍ୟ ହ୍ରାସ କରୁଛି। କିନ୍ତୁ ଆମେରିକାର ଚାକରମାନେ ତେଲ ଦର ବଢାଇ ଚାଲିଛନ୍ତି। ଏହାଦ୍ବାରା ଭାରତ କେତେ ସ୍ବାଧୀନ ଏବଂ ନିଜସ୍ବ ନୀତିରେ କିଭଳି କାର୍ଯ୍ୟ କରୁଛି ତାହା ପ୍ରମାଣିତ ହୋଇଛି। କିନ୍ତୁ ଆମେ (ପାକିସ୍ତାନବାସୀ) ହେଉଛୁ ଚାକର ବୋଲି ଇମ୍ରାନ ସୈକାବାଦଠାରେ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ।

ଆହୁରି ପଢ଼ନ୍ତୁ: ପଶ୍ଚିମବଙ୍ଗ ଓ ତାମିଲନାଡୁରେ ମତଦାନ ଜାରି, ହିଂସା ଓ ଇଭିଏମ୍ ତ୍ରୁଟି ଯୋଗୁଁ କିଛି ସ୍ଥାନରେ ଭୋଟିଂ ବାଧାପ୍ରାପ୍ତ

31 May 2022 By The Sakala

ଭାରତ ସ୍ୱାଧୀନ; ଆମେ କିନ୍ତୁ ଚାକର: ଇମ୍ରାନ ଖାନ୍

ଇସଲାମାବାଦ: ବିଗତ କିଛି ଦିନ ଧରି ଭାରତ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶଂସା କରି ଆସୁଥିବା ପାକିସ୍ତାନ ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ଏବେ ଆଉ ଏକ ମନ୍ତବ୍ୟ ଦେଇ ଚର୍ଚ୍ଚିତ ହୋଇପଡ଼ିଛନ୍ତି। ଭାରତ ସ୍ୱାଧୀନ ଭାବେ କାର୍ଯ୍ୟ କରୁଥିବା ବେଳେ ପାକିସ୍ତାନ ସରକାରଙ୍କୁ ସେ ଚାକର ବୋଲି କହିଛନ୍ତି। ଭାରତରେ ପେଟ୍ରୋଲ ଏବଂ ଡିଜେଲ ମୂଲ୍ୟ କମିବା ପ୍ରସଙ୍ଗରେ ଇମ୍ରାନ କହିଛନ୍ତି ଯେ, ଆମେ ହେଉଛୁ ଆମେରିକାର କ୍ରୀତଦାସ। ଭାରତ ଆମେରିକାର କଟକଣା ସତ୍ତ୍ବେ ରୁଷରୁ ଶସ୍ତାରେ ତେଲ କିଣି ନିଜ ଦେଶରେ ମୂଲ୍ୟ ହ୍ରାସ କରୁଛି। କିନ୍ତୁ ଆମେରିକାର ଚାକରମାନେ ତେଲ ଦର ବଢାଇ ଚାଲିଛନ୍ତି। ଏହାଦ୍ବାରା ଭାରତ କେତେ ସ୍ବାଧୀନ ଏବଂ ନିଜସ୍ବ ନୀତିରେ କିଭଳି କାର୍ଯ୍ୟ କରୁଛି ତାହା ପ୍ରମାଣିତ ହୋଇଛି। କିନ୍ତୁ ଆମେ (ପାକିସ୍ତାନବାସୀ) ହେଉଛୁ ଚାକର ବୋଲି ଇମ୍ରାନ ସୈକାବାଦଠାରେ ନିଜ ଦଳ ପାକିସ୍ତାନ ତେହରିକ-ଏ-ଇନସାଫ(ପିଟିଆଇ) କର୍ମୀଙ୍କୁ ସମ୍ବୋଧନ କରି କହିଛନ୍ତି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର