ବିଶ୍ବ କୁଷ୍ଠ ଦିବସ: ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଜରାଶ୍ରମରେ ଖାଦ୍ଯ ବଣ୍ଟନ

ଭୁବନେଶ୍ବର: ବିଶ୍ବ କୁଷ୍ଠ ଦିବସ ଅବସରରେ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ସ୍ଥିତ ନିଳାଦ୍ରୀ ନିଳୟ ଜରାଶ୍ରମରେ ଖାଦ୍ଯ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ ସ୍ବାଇଁ ସମେତ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। କୁଷ୍ଠ ରୋଗ ଭୂତାଣୁ ଏପର୍ଯ୍ଯନ୍ତ ଦୂର ହୋଇନାହିଁ। ଆମକୁ ସଚେତନ ରହିବାକୁ ପଡ଼ିବ। ରୋଗୀଙ୍କୁ ଘୃଣା ନ କରି, ତାଙ୍କ ସେବାରେ ବ୍ରତୀ ହେବା ବୋଲି ଟ୍ରଷ୍ଟର ସଭାପତି ଦିଲ୍ଲୀପ କହିଛନ୍ତି। ସେ ଆହୁରି […]

ଭୁବନେଶ୍ବର: ବିଶ୍ବ କୁଷ୍ଠ ଦିବସ ଅବସରରେ ଉଦ୍ଯମ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ପୁରୀ ଜିଲ୍ଲା ସ୍ଥିତ ନିଳାଦ୍ରୀ ନିଳୟ ଜରାଶ୍ରମରେ ଖାଦ୍ଯ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ଯକ୍ରମରେ ଟ୍ରଷ୍ଟର ସଭାପତି ଦିଲ୍ଲୀପ ସ୍ବାଇଁ ସମେତ ତାଙ୍କର ସମସ୍ତ କାର୍ଯ୍ଯକର୍ତ୍ତା ଉପସ୍ଥିତ ଥିଲେ। କୁଷ୍ଠ ରୋଗ ଭୂତାଣୁ ଏପର୍ଯ୍ଯନ୍ତ ଦୂର ହୋଇନାହିଁ। ଆମକୁ ସଚେତନ ରହିବାକୁ ପଡ଼ିବ। ରୋଗୀଙ୍କୁ ଘୃଣା ନ କରି, ତାଙ୍କ ସେବାରେ ବ୍ରତୀ ହେବା ବୋଲି ଟ୍ରଷ୍ଟର ସଭାପତି ଦିଲ୍ଲୀପ କହିଛନ୍ତି। ସେ ଆହୁରି ମଧ୍ଯ କହିଛନ୍ତି ଯେ, ଦୁନିଆରେ ସବୁ ମଣିଷଙ୍କର ମୂଲ୍ଯ ରହିଛି। ସମସ୍ତଙ୍କୁ ସମାନ ସମ୍ମାନ ଭଲପାଇବା ଦେବା । ଯାହାକି ସେମାନଙ୍କୁ ଆହୁରି ବଞ୍ଚିବାର ନୂଆ ଆଶା ଦେଖାଇବ ।

About The Author: The Sakala