ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ପ୍ରଥମ ବନ୍ୟା ଜଳ। ଧିରେଧିରେ ମନ୍ଦିର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରୁଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିରର ପୂଜକ ଶିଶିର କୁମାର ରଣା । ଦେବୀଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୀଠରେ ୧୪୪ ଧାରା ଜାରି କରାଯିବା ନେଇ ବଡମ୍ବା ଦେବତ୍ତର ଅଧିକାରି ତଥା ବଡ଼ମ୍ବା ତହସିଲଦାର ନୀଳକଣ୍ଠ ବେହେରା ସୂଚନା ଦେଇଛନ୍ତି।
ମା’ ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ବର୍ଷର ପ୍ରଥମ ବନ୍ୟାଜଳ
ବଡ଼ମ୍ବା: କଟକ ଜିଲ୍ଲା ବଡ଼ମ୍ବା ଅଧିଷ୍ଠାତ୍ରୀ ଦେବୀ ମା’ ଭଟ୍ଟାରିକାଙ୍କ ମନ୍ଦିରକୁ ଛୁଇଁଲା ମହାନଦୀର ପ୍ରଥମ ବନ୍ୟା ଜଳ। ଧିରେଧିରେ ମନ୍ଦିର ମଧ୍ୟକୁ ବନ୍ୟା ଜଳ ପ୍ରବେଶ କରୁଛି। ମହାନଦୀରେ ଜଳସ୍ତର ବୃଦ୍ଧି ପାଉଥିବାରୁ ମାଆଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯିବ ବୋଲି ସୂଚନା ଦେଇଛନ୍ତି ମନ୍ଦିରର ପୂଜକ ଶିଶିର କୁମାର ରଣା । ଦେବୀଙ୍କ ଚଳନ୍ତି ପ୍ରତିମାକୁ ସ୍ଥାନନ୍ତରିତ ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ ପୀଠରେ ୧୪୪ ଧାରା ଜାରି କରାଯିବା ନେଇ ବଡମ୍ବା ଦେବତ୍ତର […]