କ୍ୟାନସର ପୀଡିତା ଲିଜାରାଣୀଙ୍କୁ ସହାୟତା ରାଶି ପ୍ରଦାନ କଲେ ଉତ୍କଳ ବିଶ୍ବବିଦ୍ୟାଳୟର ପୂର୍ବତ୍ତନ ଛାତ୍ରଛାତ୍ରୀ

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ୨୦୦୭- ୦୯ ବ୍ୟାଚର ଦର୍ଶନ ଶାସ୍ତ୍ର ବିଭାଗର ଲିଜାରାଣୀ ସେଠୀ ବର୍ତ୍ତମାନ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦର୍ଶନ ଶାସ୍ତ୍ର ବିଭାଗର ସାଙ୍ଗସାଥୀମାନେ ଲିଜାରାଣୀ ସେଠୀଙ୍କ ଅଧିକ ଚିକିତ୍ସା ପାଇଁ ତାଙ୍କ ପରିବାରଙ୍କୁ ୭୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହ ସହାୟତା ରାଶି ପ୍ରଦାନ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ତ୍ରିଲୋଚନ ବେହେରା, ଦେବବ୍ରତ ବେହେରା, ଚିନ୍ତାମଣି […]

ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ୨୦୦୭- ୦୯ ବ୍ୟାଚର ଦର୍ଶନ ଶାସ୍ତ୍ର ବିଭାଗର ଲିଜାରାଣୀ ସେଠୀ ବର୍ତ୍ତମାନ କ୍ୟାନସର ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଦର୍ଶନ ଶାସ୍ତ୍ର ବିଭାଗର ସାଙ୍ଗସାଥୀମାନେ ଲିଜାରାଣୀ ସେଠୀଙ୍କ ଅଧିକ ଚିକିତ୍ସା ପାଇଁ ତାଙ୍କ ପରିବାରଙ୍କୁ ୭୦ ହଜାର ଟଙ୍କାର ଆର୍ଥିକ ସହାୟତା ରାଶି ପ୍ରଦାନ କରିଛନ୍ତି। ଏହ ସହାୟତା ରାଶି ପ୍ରଦାନ ସମୟରେ ଉତ୍କଳ ବିଶ୍ବବିଦ୍ୟାଳୟର ଛାତ୍ର ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ତ୍ରିଲୋଚନ ବେହେରା, ଦେବବ୍ରତ ବେହେରା, ଚିନ୍ତାମଣି ବେହେରାଙ୍କ ସହିତ ଅନ୍ୟ ସାଙ୍ଗସାଥୀମାନେ ଉପସ୍ଥିତ ଥିଲେ। ଏଥିସହ ସାଙ୍ଗସାଥୀମାନେ ଲିଜାରାଣୀଙ୍କ ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି ।

About The Author: The Sakala