ପ୍ରକାଶ ପାଇଲା ଉତ୍କଳ ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକର + 3 ପରୀକ୍ଷାଫଳ

ଭୁବନେଶ୍ବର: ଉତ୍କଳ ବିଶ୍ଵବିଦ୍ୟାଳୟ ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକର ସ୍ନାତକ ଶେଷ ସେମିଷ୍ଟାର (କଳା / ବିଜ୍ଞାନ / ବାଣିଜ୍ୟ) ପରୀକ୍ଷା ୨୦୨୩ ନିୟମିତ ଓ ବ୍ୟାକ୍ ପରୀକ୍ଷାର୍ଥୀଙ୍କ ପରୀକ୍ଷାଫଳ ଆଜି ପ୍ରକାଶ ପାଇଛି । ପରୀକ୍ଷାଫଳ ପ୍ରକାଶନ ସମ୍ବନ୍ଧୀୟ ଆବଶ୍ୟକୀୟ ତଥ୍ୟ ଛାତ୍ରଛାତ୍ରୀମାନେ  https://cbcs19.uuems.in/CBCS_Result/ ୱେବସାଇଟରେ ଜାଣିପାରିବେ। ବିଭିନ୍ନ ସମ୍ମାନ ବିଷୟରେ ଶୀର୍ଷ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀଙ୍କ ନାମ ମଧ୍ୟ ପ୍ରକାଶ ପାଇଛି। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟ ଛାତ୍ରଛାତ୍ରୀମାନଙ୍କୁ ସଫଳତା ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।

About The Author: The Sakala