ବାରିପଦା: ସମ୍ପର୍କରେ ଲାଗିଲା ରକ୍ତଛିଟା । ଘରୋଇ ବିବାଦରୁ ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ୨ ପୁତୁରା । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା କଲୋନୀସାହି ଗ୍ରାମରେ ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରବୀନ୍ଦ୍ର ତିରିଆ । ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୁଲିସ ଦୁଇ ପୁତୁରାଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜେନ୍ଦ୍ର ତିରିଆ ଓ କାହ୍ନୁଚରଣ ତିରିଆ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହ ସମେତ କଟୁରୀ ଏବଂ ଠେଙ୍ଗାକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।
ଘରୋଇ ବିବାଦକୁ କେନ୍ଦ୍ରକରି ଦାଦାକୁ କଟୁରୀରେ ହାଣି ହତ୍ୟା କଲେ ଦୁଇ ପୁତୁରା
ବାରିପଦା: ସମ୍ପର୍କରେ ଲାଗିଲା ରକ୍ତଛିଟା । ଘରୋଇ ବିବାଦରୁ ନିଜ ଦାଦାକୁ କଟୁରୀରେ ହାଣି ହତ୍ୟା କରିଛନ୍ତି ୨ ପୁତୁରା । ମୟୂରଭଞ୍ଜ ଜିଲ୍ଲାର କପ୍ତିପଦା ଥାନା କଲୋନୀସାହି ଗ୍ରାମରେ ରବିବାର ସନ୍ଧ୍ୟାରେ ଏହି ଅଘଟଣ ଘଟିଛି । ମୃତକ ଜଣଙ୍କ ହେଲେ ସେହି ଗ୍ରାମର ରବୀନ୍ଦ୍ର ତିରିଆ । ଘଟଣା ସମ୍ପର୍କରେ ସୂଚନା ପାଇ କପ୍ତିପଦା ପୁଲିସ ଦୁଇ ପୁତୁରାଙ୍କୁ ଗିରଫ କରିଛି । ସେମାନେ ହେଲେ ରାଜେନ୍ଦ୍ର ତିରିଆ ଓ କାହ୍ନୁଚରଣ ତିରିଆ । […]