ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ

ଭୁବନେଶ୍ବର:୨୩ରେ ଖୋଲିବ ହୀରାକୁଦ ଗେଟ୍ । ଜୁଲାଇ ୨୩ରେ ହୀରାକୁଦରୁ ଛଡାଯିବ ପ୍ରଥମ ବନ୍ୟାଜଳ । ସକାଳ ୯ଟାରେ ପୂଜାର୍ଚ୍ଚନା ପରେ ବନ୍ୟାଜଳ ନିଷ୍କାସିତ ହେବ। ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦରେ ଜଳସ୍ତର ବଢୁଛି। ଏହି ବନ୍ୟାଜଳ ଛଡାଗଲେ ମହାନଦୀ ଓ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ। ଏ ନେଇ ଜନସାଧାରଣଙ୍କୁ ଆଗୁଆ ସତର୍କତା କରାଇଛନ୍ତି ଡ୍ୟାମ୍‌ କର୍ତ୍ତୃପକ୍ଷ।

About The Author: The Sakala