ଭିଜିଲାନ୍ସ ଜାଲରେ ଧନକଉଡା BEO କାଯ୍ୟାଳୟର ମୁଖ୍ୟ କିରାଣି

ସମ୍ବଲପୁର: ଭିଜିଲ୍ଲାନ୍ସ ଜାଲରେ ପଡ଼ିଲେ ସମ୍ବଲପୁର ଧନକଉଡା BEO କାଯ୍ୟାଳୟର ମୁଖ୍ୟ କିରାଣି। ମୁଖ୍ୟ କିରାଣିଙ୍କ ନାମ ହେଉଛି ଦିଲିପ ଦେବ। ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ଚଢାଉ ଜାରି ରହିଛି। ଅଭିଯୋଗ ପରେ ଆଜି ସକାଳୁ ସକାଳୁ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ମୂଖ୍ୟ କିରାଣି ଦିଲିପ ଦେବଙ୍କ ଘରେ ଚାଲିଛି ଚଢାଉ କରିଛି ଟିମ। ତେବେ ଭିଜିଲାନ୍ନସର ସ୍ୱତନ୍ତ୍ର ବିଭାଗର ୫ ଜଣିଆ ଟିମ ଏସ୍‌ପିଙ୍କ ତତ୍ୱାବଧାନରେ ରଡ୍‌ କରୁଛନ୍ତି। ଏପର୍ଯ୍ୟନ୍ତ […]

ସମ୍ବଲପୁର: ଭିଜିଲ୍ଲାନ୍ସ ଜାଲରେ ପଡ଼ିଲେ ସମ୍ବଲପୁର ଧନକଉଡା BEO କାଯ୍ୟାଳୟର ମୁଖ୍ୟ କିରାଣି। ମୁଖ୍ୟ କିରାଣିଙ୍କ ନାମ ହେଉଛି ଦିଲିପ ଦେବ। ଆୟବର୍ହିଭୁତ ସମ୍ପତି ଠୁଳ ଅଭିଯୋଗରେ ସମ୍ବଲପୁର ଭିଜିଲାନ୍ସର ଚଢାଉ ଜାରି ରହିଛି। ଅଭିଯୋଗ ପରେ ଆଜି ସକାଳୁ ସକାଳୁ ଚଢ଼ାଉ କରିଥିଲା ଭିଜିଲାନ୍ସ ବିଭାଗ। ମୂଖ୍ୟ କିରାଣି ଦିଲିପ ଦେବଙ୍କ ଘରେ ଚାଲିଛି ଚଢାଉ କରିଛି ଟିମ। ତେବେ ଭିଜିଲାନ୍ନସର ସ୍ୱତନ୍ତ୍ର ବିଭାଗର ୫ ଜଣିଆ ଟିମ ଏସ୍‌ପିଙ୍କ ତତ୍ୱାବଧାନରେ ରଡ୍‌ କରୁଛନ୍ତି। ଏପର୍ଯ୍ୟନ୍ତ ୪ ଟି ବ୍ୟାଙ୍କ ଆକାଉଣ୍ଟ, ଚେକ୍‌, ଅଳଙ୍କାର ଏବଂ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ରକୁ ସିଜ୍‌ କରାଯାଇଛି। ତଦନ୍ତ ବେଳେ କେତେ ପରିମାଣର ଟଙ୍କା ମିଳିଲା ତାହା ତଦନ୍ତ ପରେ ଜଣା ପଡ଼ିବ।

About The Author: The Sakala