ଭୁବନେଶ୍ୱର: ଜାନୁୟାରୀ ୫ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବା ସହ ରାଉରକେଲା ସହରରୁ ମୋ ବସ ସେବା ଉଦଘାଟନ କରିବେ। ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିଵାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୭ ତାରିଖ ଠାରୁ ରାଉରକେଲାରୁ ଭୁବନେଶ୍ୱର କମର୍ସିଆଲ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ। ଜାନୁଆରୀ ୧୪ ତାରିଖ ଠାରୁ ରାଉରକେଲା ସିଟି ଫେଷ୍ଟ ଆରମ୍ଭ ହେବ। ବିଭିନ୍ନ ମାର୍କେଟ ସହିତ ଖାଦ୍ୟ, ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେବ। ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ରଙ୍କ ସୂଚନା।
ଜାନୁୟାରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ
ଭୁବନେଶ୍ୱର: ଜାନୁୟାରୀ ୫ ତାରିଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ। ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଉଦଘାଟନ କରିବା ସହ ରାଉରକେଲା ସହରରୁ ମୋ ବସ ସେବା ଉଦଘାଟନ କରିବେ। ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିଵାର କାର୍ଯ୍ୟକ୍ରମ ରହିଛି। ଜାନୁଆରୀ ୭ ତାରିଖ ଠାରୁ ରାଉରକେଲାରୁ ଭୁବନେଶ୍ୱର କମର୍ସିଆଲ ଫ୍ଲାଇଟ ଚଳାଚଳ ଆରମ୍ଭ କରିବ। ଜାନୁଆରୀ ୧୪ ତାରିଖ ଠାରୁ ରାଉରକେଲା ସିଟି ଫେଷ୍ଟ ଆରମ୍ଭ […]