ଭୁବନେଶ୍ବର: ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ । ସୁନ୍ଦରଗଡ଼ କନକୁଣ୍ଡା ଇବ୍ ନଦୀରେ ଏଭଳି ଅଘଟଣ ଘଟିଛି। ଜଣେ ଉଦ୍ଧାର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣ ନିଖୋଜ ରହିଛନ୍ତି। ଅଗ୍ନିଶମ ବାହିନୀ ପକ୍ଷରୁ ଉଦ୍ଧାର କାର୍ଯ୍ଯ ଜାରି ରହିଛି। କନାକୁଣ୍ଡାରେ ବଣଭୋଜି କରିବାକୁ ଯାଇଥିଲେ କିଛି ଯୁବକ। ନିଖୋଜ ଯୁବକ ଝାରସୁଗୁଡାର ହୋଇଥିବା ସୂଚନା ।
ବଣଭୋଜି କରିବାକୁ ଯାଇ ନଦୀରେ ବୁଡ଼ିଗଲେ ୩ ଯୁବକ: ଜଣେ ଉଦ୍ଧାର, ୨ ନିଖୋଜ