ସୁମିତ-ତପସ୍ୱିନୀ ବିବାଦ: ଫେଲ୍ ମାରିଲା ମଧ୍ୟସ୍ଥତା, ମେ’ ୯ରେ ଆସିପାରେ ଚୂଡାନ୍ତ ରାୟ

କଟକ: ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ପାରିବାରିକ ବିବାଦରେ ମଧ୍ୟସ୍ଥତା କେନ୍ଦ୍ରରେ ଚାଲିଥିବା କାଉନସିଲିଙ୍ଗ ଫେଲ ମାରିଛି। ଫଳରେ ମେ ୯ ରେ ହାଇକୋର୍ଟ ଚୂଡାନ୍ତ ରାୟ ଦେବା ନେଇ ଜଣାପଡ଼ିଛି। ସୂଚନା ଅନୁଯାୟୀ, ପୂର୍ବରୁ ସୁମିତ ଭରଣପୋଷଣ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସ୍କାରେ ଘର ଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ତପସ୍ୱିନୀଙ୍କ ପାଇଁ ନିମ୍ନ ଅଦାଲତଙ୍କ […]

କଟକ: ବହୁଚର୍ଚ୍ଚିତ ବ୍ରହ୍ମପୁରର ଡାକ୍ତର ସୁମିତ ସାହୁ ଓ ପତ୍ନୀ ତପସ୍ୱିନୀ ପାରିବାରିକ ବିବାଦରେ ମଧ୍ୟସ୍ଥତା କେନ୍ଦ୍ରରେ ଚାଲିଥିବା କାଉନସିଲିଙ୍ଗ ଫେଲ ମାରିଛି। ଫଳରେ ମେ ୯ ରେ ହାଇକୋର୍ଟ ଚୂଡାନ୍ତ ରାୟ ଦେବା ନେଇ ଜଣାପଡ଼ିଛି।

ସୂଚନା ଅନୁଯାୟୀ, ପୂର୍ବରୁ ସୁମିତ ଭରଣପୋଷଣ ଖର୍ଚ୍ଚ ୧୦ହଜାର ଟଙ୍କା ପ୍ରତି ମାସରେ ତପସ୍ୱିନୀଙ୍କୁ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏଥିସହ ଆସ୍କାରେ ଘର ଭଡା ନେଇ ରହିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପଟରେ ତପସ୍ୱିନୀଙ୍କ ପାଇଁ ନିମ୍ନ ଅଦାଲତଙ୍କ ଆଦେଶ ମୁତାବକ ଅନ୍ୟତ୍ର ରହିବା ପାଇଁ ବ୍ୟବସ୍ଥା କରାଯାଇଥିବା ସୁମିତଙ୍କ ପକ୍ଷରୁ ଅବଗତ କରାଯାଇଥିଲା

 

About The Author: The Sakala