STF ପଞ୍ଝାରେ ଜାଲ ନୋଟ୍ ରାକେଟ୍: ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ ନୋଟ୍ ଜବତ, ୩ ଗିରଫ

ସୋନପୁର: STF ଜାଲରେ ଜାଲ୍‌ ନୋଟ୍‌ ରାକେଟ୍ । ସୋନପୁରରୁ ୪୦ ଲକ୍ଷ ଟଙ୍କାର ଜାଲ୍‌ ନୋଟ୍ ଜବତ କରିଛି ଏସଟିଏଫ । ଜାଲ୍‌ ନୋଟ୍‌ ପ୍ରସ୍ତୁତ ହେଉଥିବା ସରଞ୍ଜାମ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରାଜ୍ୟ ବାହାରକୁ ଏହି ରାକେଟର ଚେର ଲମ୍ବିଥିବା ଅନୁମାନ କରାଯାଉଛି । ଗିରଫ ବ୍ୟକ୍ତିଙ୍କୁ ପଚରାଉଚରା କରି ଏସଟିଏଫ ଅଧିକ ତଥ୍ୟ ଆଦାୟ କରିପାରେ ।

About The Author: The Sakala