ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ

ସୁବର୍ଣ୍ଣପୁର: ମହଙ୍ଗା ପଡିଲା ସାପ ସହ ଖେଳ। ସର୍ପ ଦଂଶନରେ ସାପ ଧରାଳିଙ୍କ ମୃତ୍ୟୁ । ଉକ୍ତ ସାପ ଧରାଳି ବୀରମହାରାଜପୁର ଥାନା ଅନ୍ତର୍ଗତ ଚମ୍ପାମାଳ ଗାଁରୁ ଜଣଙ୍କ ଘରୁ ସାପଟିକୁ ଧରିଥଲେ। ଏହା ପରେ ସେ କୌଣସି କାମରେ ସାପଟିକୁ ଧରି ଥାନାକୁ ଆସିଥିଲେ। ଥାନା ପରିସରରେ ସାପ ଦେଖାଉଥିବା ବେଳେ ସାପ ଧରାଳିଙ୍କୁ ଚୋଟ ମାରିଥିଲା। ଏହାପରେ ତାଙ୍କୁ ତୁରନ୍ତ ମେଡିକାଲା ନେବା ସତ୍ତ୍ବେ ଚିକିତ୍ସାଧୀନ ଅବସ୍ଥାରେ ସାପ ଧରାଳିଙ୍କ ମୃତ୍ୟୁ ଘଟିଛି।

About The Author: The Sakala