ଖୋଲିଲା ହୀରାକୁଦ ଜଳଭଣ୍ଡାରର ୬ଟି ଗେଟ୍‌

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ମଙ୍ଗଳବାକ ପର୍ଯ୍ଯାୟ କ୍ରମରେ ୬ଟି ଗେଟ୍‌ ଖୋଲାଯାଇଛି।  ପ୍ରଥମେ ଦୁଇଟି ଗେଟ୍‌ ଖୋଲାଇଥିଲା। ୩ ଓ ୭ ନମ୍ୱର ଗେଟ୍‌ ଖୋଲିଥିଲା। ପର୍ଯ୍ଯାୟ  କ୍ରମେ ୬ଟି ଗେଟ୍‌ ଖୋଲିଛି। ଉପର ମୁଣ୍ଡରେ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ଡ୍ୟାମ୍‌ କର୍ତ୍ତୃପକ୍ଷ ଗେଟ୍‌ ଖୋଲିଛନ୍ତି।  ଡ୍ୟାମର ଜଳ ପତ୍ତନ ୬୨୬.୮୩ ଫୁଟ ରହିଛି। ଏହି ସମୟ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ ଘନଫୁଟ୍‌ […]

ସମ୍ୱଲପୁର: ହୀରାକୁଦ ଜଳଭଣ୍ଡାରର ମଙ୍ଗଳବାକ ପର୍ଯ୍ଯାୟ କ୍ରମରେ ୬ଟି ଗେଟ୍‌ ଖୋଲାଯାଇଛି।  ପ୍ରଥମେ ଦୁଇଟି ଗେଟ୍‌ ଖୋଲାଇଥିଲା। ୩ ଓ ୭ ନମ୍ୱର ଗେଟ୍‌ ଖୋଲିଥିଲା। ପର୍ଯ୍ଯାୟ  କ୍ରମେ ୬ଟି ଗେଟ୍‌ ଖୋଲିଛି।

ଉପର ମୁଣ୍ଡରେ ବର୍ଷା ହେବାରୁ ଜଳଭଣ୍ଡାରରେ ଜଳ ପତ୍ତନ ବୃଦ୍ଧି ପାଇଥିଲା। ଯେଉଁଥିପାଇଁ ଡ୍ୟାମ୍‌ କର୍ତ୍ତୃପକ୍ଷ ଗେଟ୍‌ ଖୋଲିଛନ୍ତି।  ଡ୍ୟାମର ଜଳ ପତ୍ତନ ୬୨୬.୮୩ ଫୁଟ ରହିଛି। ଏହି ସମୟ ଭିତରକୁ ପ୍ରତି ସେକେଣ୍ଡରେ ୨ ଲକ୍ଷ ୧୦ ହଜାର ୩୧୨ ଘନଫୁଟ୍‌ ଜଳ ପ୍ରବେଶ କରୁଛି।

ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷଙ୍କ କହିବା ଅନୁଯାୟୀ, ଡ୍ୟାମ୍‌ରୁ ବର୍ତ୍ତମାନ ଏକ ଲକ୍ଷ କ୍ୟୁସେକ୍‌ ପାଣିଛଡ଼ା ଯିବ । ଏହା ଦ୍ୱାରା ତଳ ମୁଣ୍ଡରେ ବନ୍ୟା ହେବାର ଆଶଙ୍କା ନାହିଁ।

About The Author: The Sakala