କାଲିଠୁ ୪ଦିନ ବନ୍ଦ ରହିବ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି

ପୁରୀ: ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଏହି ମରାମତି କାମ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁ ନ ଥିବାବେଳେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ବି ପ୍ରଭାବିତ ହେଉଛି କାମ। ପୁଣି ୪ ଦିନ ବନ୍ଦ ରହିବ ମରାମତି। ଆସନ୍ତା ୩୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡାଲାଗି ନୀତି ଏବଂ ଆସନ୍ତା ଏପ୍ରିଲ ୨ ତାରିଖରେ ବନକଲାଗି ନୀତି ସମ୍ପାଦନ ଦୃଷ୍ଟିରୁ ଆସନ୍ତା ୩୧ ତାରିଖଠାରୁ ଏପ୍ରିଲ ୩ ତାରିଖ ପାଇଁ ରତ୍ନଭଣ୍ଡାର ମରାମତି […]

ପୁରୀ: ଚାଲିଛି ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି। ଏଏସ୍‌ଆଇ ପକ୍ଷରୁ ଚାଲିଥିବା ଏହି ମରାମତି କାମ ପାଇଁ ପର୍ଯ୍ୟାପ୍ତ ସମୟ ମିଳୁ ନ ଥିବାବେଳେ ସ୍ୱତନ୍ତ୍ର ନୀତିକାନ୍ତି ଲାଗି ବି ପ୍ରଭାବିତ ହେଉଛି କାମ। ପୁଣି ୪ ଦିନ ବନ୍ଦ ରହିବ ମରାମତି। ଆସନ୍ତା ୩୧ ତାରିଖରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଖସାପଡାଲାଗି ନୀତି ଏବଂ ଆସନ୍ତା ଏପ୍ରିଲ ୨ ତାରିଖରେ ବନକଲାଗି ନୀତି ସମ୍ପାଦନ ଦୃଷ୍ଟିରୁ ଆସନ୍ତା ୩୧ ତାରିଖଠାରୁ ଏପ୍ରିଲ ୩ ତାରିଖ ପାଇଁ ରତ୍ନଭଣ୍ଡାର ମରାମତି ତଥା ସଂରକ୍ଷଣ କାର୍ଯ୍ୟ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

About The Author: The Sakala