ଭୁବନେଶ୍ବର: ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି। ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ। ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ । ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ। ୮ ତାରିଖ ସନ୍ଧ୍ୟା ୬ଟା ୨୧ରେ ପୂର୍ଣ୍ଣମୋକ୍ଷ ପରେ ଦିନ ନୀତି ହେବ। ୮ ତାରିଖ ସନ୍ଧ୍ଯା ୬ଟା ୨୧ ଯାଏଁ ଭୋଗ ଦୋକାନ ବନ୍ଦ ରହିବ।
ଚନ୍ଦ୍ରଗ୍ରହଣ ଉପଲକ୍ଷେ ଶ୍ରୀଲିଙ୍ଗରାଜ ମହାପ୍ରଭୁଙ୍କ ନୀତିର ନୂଆ ସମୟ ସାରଣୀ ପ୍ରକାଶ
ଭୁବନେଶ୍ବର: ନଭେମ୍ବର ୮ରେ କେତୁଗ୍ରସ୍ତ ଚନ୍ଦ୍ରଗ୍ରହଣ। ଚନ୍ଦ୍ରଗ୍ରହଣ ନେଇ ଶ୍ରୀଲିଙ୍ଗରାଜଙ୍କ ନୀତିରେ ନୂଆ ସାରଣୀ ପ୍ରକାଶ ପାଇଛି। ଚନ୍ଦ୍ରଗ୍ରହଣ ପାଇଁ ୮ ତାରିଖର ନୀତିକାନ୍ତି ଓ ପାକକାର୍ଯ୍ଯ ବନ୍ଦ ରହିବ । ୭ ତାରିଖରେ ରାତି ୨ଟା ୩୭ ମିନିଟରୁ ୮ ତାରିଖ ୬ଟା ୨୧ ଯାଏ ବନ୍ଦ ରହିବ। ୮ ତାରିଖ ନୀତିକାନ୍ତି ୭ ତାରିଖ ରାତି ୧୨ଟାରୁ ଆରମ୍ଭ ହେବ । ରାତ୍ର ୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ନୀତି ଶେଷ କରାଯିବ। […]