ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

ବଲାଙ୍ଗିର: ରାଜ୍ୟ ସରକାରଙ୍କୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ। ନୂଆ ସରକାର ଅପାରଗ ବୋଲି ନରସିଂହ ମିଶ୍ର କହିଛନ୍ତି।  ସରକାର ଆଭିମୁଖ୍ୟ ପ୍ରକାଶ ନାହାନ୍ତି। ୧୦୦ ଦିନ ଅତିକ୍ରମ କରିଥିଲେ ମଧ୍ଯ ବିଜେପି ସରକାର ବିକାଶ ବିରୋଧୀ। କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ ମୋହନଙ୍କ ସରକାର। ମୋହନ ସରକାରଙ୍କୁ ସାଇନବୋର୍ଡ ବୋଲି ଆଖ୍ୟା ଦେଲେ ନରସିଂହ। ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅକାମୀ କରିଦେଲେ ମୋହନ ସରକାର। ପଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି […]

ବଲାଙ୍ଗିର: ରାଜ୍ୟ ସରକାରଙ୍କୁ ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ଟାର୍ଗେଟ। ନୂଆ ସରକାର ଅପାରଗ ବୋଲି ନରସିଂହ ମିଶ୍ର କହିଛନ୍ତି।  ସରକାର ଆଭିମୁଖ୍ୟ ପ୍ରକାଶ ନାହାନ୍ତି। ୧୦୦ ଦିନ ଅତିକ୍ରମ କରିଥିଲେ ମଧ୍ଯ ବିଜେପି ସରକାର ବିକାଶ ବିରୋଧୀ। କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରିନାହିଁ ମୋହନଙ୍କ ସରକାର। ମୋହନ ସରକାରଙ୍କୁ ସାଇନବୋର୍ଡ ବୋଲି ଆଖ୍ୟା ଦେଲେ ନରସିଂହ। ପଶ୍ଚିମ ଓଡିଶା ବିକାଶ ପରିଷଦକୁ ଅକାମୀ କରିଦେଲେ ମୋହନ ସରକାର। ପଶ୍ଚିମ ଓଡିଶାକୁ ଅଣଦେଖା କରୁଛନ୍ତି ରାଜ୍ୟ ସରକାର। ଆଗକୁ ଏମିତି ଅବହେଳା କଲେ କୋଶଲ ରାଜ୍ୟ ଆନ୍ଦୋଳନ ଜୋର୍ ଧରିବ। କୃଷି ବିଶ୍ୱବିଦ୍ୟାଳୟ, ହାଇକୋର୍ଟ ସ୍ଥାୟୀ ବେଞ୍ଚ ପ୍ରସଙ୍ଗରେ ସରକାର ଚୁପ୍ କହିଁକି ବୋଲି ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ରମ ପ୍ରଶ୍ନ କରିଛନ୍ତି।

About The Author: The Sakala