ସ୍ପେନ୍‍ ଆଇପିୟୁ ଅଧିବେଶନରେ ଯୋଗଦେବେ ସସ୍ମିତ

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ପୁଣି ଥରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଚଳିତ ମାସ ୨୦ରୁ ୩୦ ତାରିଖ ମଧ୍ୟରେ ସ୍ପେନର ମାଦ୍ରିଦ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୪୩ତମ ଆନ୍ତଃ ସଂସଦୀୟ ୟୁନିଅନ (ଆଇପିୟୁ) ଅଧିବେଶନରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍‍ ବିର୍ଲାଙ୍କ ନେତୃତ୍ୱରେ ମାଦ୍ରିଦ ଯାଉଥିବା ପ୍ରତିନିଧି ଦଳରେ ଡ. ପାତ୍ର ଯିବେ। ଏହା ପୂର୍ବରୁ ୨୦୧୯ରେ ବେଲଗ୍ରେଡ୍‍ ଠାରେ ଅନୁଷ୍ଠିତ ଆଇପିୟୁ ଅଧିବେଶନରେ ଡ […]

ଭୁବନେଶ୍ୱର : ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ର ପୁଣି ଥରେ ରାଜ୍ୟକୁ ଗୌରବାନ୍ୱିତ କରିଛନ୍ତି। ଚଳିତ ମାସ ୨୦ରୁ ୩୦ ତାରିଖ ମଧ୍ୟରେ ସ୍ପେନର ମାଦ୍ରିଦ ଠାରେ ଅନୁଷ୍ଠିତ ହେବାକୁ ଥିବା ୧୪୩ତମ ଆନ୍ତଃ ସଂସଦୀୟ ୟୁନିଅନ (ଆଇପିୟୁ) ଅଧିବେଶନରେ ଯୋଗ ଦେବା ପାଇଁ ମନୋନୀତ ହୋଇଛନ୍ତି। ବାଚସ୍ପତି ଓମ୍‍ ବିର୍ଲାଙ୍କ ନେତୃତ୍ୱରେ ମାଦ୍ରିଦ ଯାଉଥିବା ପ୍ରତିନିଧି ଦଳରେ ଡ. ପାତ୍ର ଯିବେ। ଏହା ପୂର୍ବରୁ ୨୦୧୯ରେ ବେଲଗ୍ରେଡ୍‍ ଠାରେ ଅନୁଷ୍ଠିତ ଆଇପିୟୁ ଅଧିବେଶନରେ ଡ ପାତ୍ର ଯୋଗ ଦେଇଥିଲେ।

About The Author: The Sakala