By
The Sakala
ସମ୍ବଲପୁର: ମାଟି ତଳୁ ମିଳିଲା ବିଡାବିଡା ଟଙ୍କା। ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ସମେତ ୩ ଜଣଙ୍କୁ ଗିରଫ କରିଛ ପୁଲିସ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବନାକାଲ ଗାଁର ଏକ ଘରର ମାଟି ତଳୁ ଏହି ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି। ସୂଚନା ଅନୁଯାୟୀ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ଜଣେ ହୋଟେଲ କର୍ମଚାରୀ ସାମିଲଥିଲେ।
ସମ୍ବଲପୁର: ମାଟି ତଳୁ ମିଳିଲା ବିଡାବିଡା ଟଙ୍କା। ମୁଖ୍ୟ ଅଭିଯୁକ୍ତ ରାକେଶ ବେହେରା ସମେତ ୩ ଜଣଙ୍କୁ ଗିରଫ କରିଛ ପୁଲିସ। ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ବନାକାଲ ଗାଁର ଏକ ଘରର ମାଟି ତଳୁ ଏହି ବିଡ଼ା ବିଡ଼ା ଟଙ୍କା ଜବତ ହୋଇଛି।
ସୂଚନା ଅନୁଯାୟୀ, ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ଶୀଲା ଟାୱାର ହୋଟେଲରୁ ୩୯ ଲକ୍ଷ ଚୋରି ହୋଇଥିଲା। ଏହି ଚୋରି ଘଟଣାରେ ଜଣେ ହୋଟେଲ କର୍ମଚାରୀ ସାମିଲଥିଲେ।
About The Author: The Sakala