ସମ୍ବଲପୁର – ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା। ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ଓ ଝାରସୁଗୁଡା ଓ ବରଗଡର ନୋଡାଲ ଡିଭିଜନ ଏହି ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। ହୀରାକୁଦରୁ ଛତିଶଗଡ ବୋଡର ପଯ୍ୟନ୍ତ ପକ୍ଷୀଗଣନା ପାଇଁ ୧୫ଟି ସେକ୍ଟର ତିଆରି କରାଯାଇଛିା ୩୦ ଗୋଟି ଟିମ୍ ଗଠନ କରାଯାଇଥିବାବେଳେ ୩୦ ଜଣ ବାର୍ଡ ଏକ୍ସପର୍ଟଙ୍କୁ ଏହି ଟିମରେ ସାମିଲ କରାଯାଇଥିବା ସୂଚନା ମିଳିଛି। ମୋଟ ଆଠୋଟି ଲୋକେସନରେ ସଂଧ୍ୟା ୫ ଟା ପଯ୍ୟନ୍ତ ଚାଲିବ ପକ୍ଷୀ ଗଣନା।
ଆଜିଠୁ ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା ଆରମ୍ଭ
ସମ୍ବଲପୁର – ଆଜି ସକାଳ ୬ ଟାରୁ ଆରମ୍ଭ ହୋଇଛି ହୀରାକୁଦ ଜଳ ଭଣ୍ଡାରରେ ପକ୍ଷୀ ଗଣନା। ହୀରାକୁଦ ବନ୍ୟଜନ୍ତୁ ଡିଭିଜନ ଓ ଝାରସୁଗୁଡା ଓ ବରଗଡର ନୋଡାଲ ଡିଭିଜନ ଏହି ପକ୍ଷୀଗଣନାରେ ସାମିଲ ହୋଇଛନ୍ତି। ହୀରାକୁଦରୁ ଛତିଶଗଡ ବୋଡର ପଯ୍ୟନ୍ତ ପକ୍ଷୀଗଣନା ପାଇଁ ୧୫ଟି ସେକ୍ଟର ତିଆରି କରାଯାଇଛିା ୩୦ ଗୋଟି ଟିମ୍ ଗଠନ କରାଯାଇଥିବାବେଳେ ୩୦ ଜଣ ବାର୍ଡ ଏକ୍ସପର୍ଟଙ୍କୁ ଏହି ଟିମରେ ସାମିଲ କରାଯାଇଥିବା ସୂଚନା ମିଳିଛି। ମୋଟ ଆଠୋଟି ଲୋକେସନରେ ସଂଧ୍ୟା […]