ଭୁବନେଶ୍ବର: ମାଟ୍ରିକ ଓ ଯୁକ୍ତ ୨ ପରୀକ୍ଷା ଦେଇଥିବା ଅନ୍ତେବାସୀଙ୍କ ପରୀକ୍ଷା ଫଳ ପ୍ରକାଶ ପାଇଛି। ଝାରପଡା ଜେଲରେ ରହୁଥିବା ଅନ୍ତେବାସୀଙ୍କ ରେଜଲ୍ଟ ମଧ୍ଯ ପ୍ରକାଶ ପାଇଛି। ମାଟ୍ରିକ ପରୀକ୍ଷା ଦେଇଥିବା ୪୪ ଜଣଙ୍କ ମଧ୍ୟରୁ ୪୦ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ଯୁକ୍ତ ୨ ପରୀକ୍ଷାରେ ୧୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏ ନେଇ ଝାରପଡା ଜେଲ ସୁପରି ଟେଣ୍ଡେଣ୍ଟଙ୍କ ସୂଚନା ଦେଇଛନ୍ତି।
ମାଟ୍ରିକ ଓ +୨ ପରୀକ୍ଷା ଦେଇଥିବା ଅନ୍ତେବାସୀଙ୍କ ପରୀକ୍ଷା ଫଳ ପ୍ରକାଶ