By
The Sakala
ଭୁବନେଶ୍ୱର: ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକପ୍ତା ଉଦ୍ଧାର। ସୈନିକ ସ୍କୁଲ ନିକଟ ନ୍ୟୂ ଏଜି କୋଲନୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଓ ଏସଟିଏଫ ଟିମ ପହଞ୍ଚି ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଡ୍ରେନ ଖୋଳା ହୋଇଥିବାରୁ ଜଣକ ଘର ଭିତରୁ ଏହି ବଜ୍ରକାପ୍ତା ପଶି ଯାଇ ଥିବା ସନ୍ଧେହ କରାଯାଉଛି। ଏକାଧିକ ବଜ୍ରକାପ୍ତା ଥିବା ନେଇ ବନ ବିଭାଗର ସନ୍ଧେହ କରୁଛି। ନନ୍ଦନକାନନର ଏକ ରିସର୍ଚ୍ଚ ଟିମ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣା […]
ଭୁବନେଶ୍ୱର: ଭୁବନେଶ୍ୱରରୁ ଜୀବନ୍ତ ବଜ୍ରକପ୍ତା ଉଦ୍ଧାର। ସୈନିକ ସ୍କୁଲ ନିକଟ ନ୍ୟୂ ଏଜି କୋଲନୀ ନିକଟରୁ ଉଦ୍ଧାର ହୋଇଛି। ଘଟଣା ସ୍ଥଳରେ ବନ ବିଭାଗ ଓ ଏସଟିଏଫ ଟିମ ପହଞ୍ଚି ଉଦ୍ଧାର କରିଛି।
ସୂଚନା ଅନୁଯାୟୀ, ଡ୍ରେନ ଖୋଳା ହୋଇଥିବାରୁ ଜଣକ ଘର ଭିତରୁ ଏହି ବଜ୍ରକାପ୍ତା ପଶି ଯାଇ ଥିବା ସନ୍ଧେହ କରାଯାଉଛି। ଏକାଧିକ ବଜ୍ରକାପ୍ତା ଥିବା ନେଇ ବନ ବିଭାଗର ସନ୍ଧେହ କରୁଛି। ନନ୍ଦନକାନନର ଏକ ରିସର୍ଚ୍ଚ ଟିମ ମଧ୍ଯ ଘଟଣା ସ୍ଥଳରେ ପହଞ୍ଚିଛି। ଘଟଣା ସ୍ଥଳରୁ ବଜ୍ରକପ୍ତାଙ୍କ ପାଦ ଚିହ୍ନ ଠାବ କରାଯାଇଛି।
About The Author: The Sakala