ମନୋରଞ୍ଜନ

ଟେଲିଭିଜନ୍ ଅଭିନେତ୍ରୀ ସଞ୍ଚିତା ଉଗଲେଙ୍କ ଆତ୍ମହତ୍ୟା: ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ତାରିଖ ସହ ରହିଛି ସଂଯୋଗ, ଶେଷ ପୋଷ୍ଟକୁ ନେଇ ଚର୍ଚ୍ଚା
'୩୭୦ ଟଙ୍କାର ବିରିୟାନୀ' ବିବାଦ: କ୍ଷମା ମାଗିଲେ କମେଡିଆନ୍ ପ୍ରଣୀତ ମୋରେ, କହିଲେ- 'ମୁଁ ଏହି ଘୃଣାର ଯୋଗ୍ୟ'
ସଲମାନ ଖାନ ଏବଂ ଲରେନ୍ସ ବିଷ୍ଣୋଇଙ୍କ ବିବାଦ ଉପରେ ଆଧାରିତ ଫିଲ୍ମ 'କାଲା ହିରଣ'ର ଫାଷ୍ଟ ଲୁକ୍ ରିଲିଜ୍
ମନି ଲଣ୍ଡରିଂ ମାମଲା: ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ଆବେଦନ ଶୁଣାଣିରୁ ଓହରିଲେ ସୁପ୍ରିମକୋର୍ଟ ବିଚାରପତି, ଜୁନ ୨୫ରେ ପରବର୍ତ୍ତୀ ଶୁଣାଣି
ଗାୟକ ଗୁରୁ ରନ୍ଧାୱାଙ୍କ ଜିମ୍ ଉପରକୁ ଗୁଳିମାଡ଼: ସଲମାନ ଖାନଙ୍କ ସହ ସମ୍ପର୍କ ପାଇଁ ଆକ୍ରମଣ କରାଇଥିବା ଦାବି କଲା ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗ

ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ

The Sakala Picture
Published On

କଟକ: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ହେଲା ୪ ଜଣିଆ ଟିମ । ଟିମରେ ଜଣେ ଇନିସପେକ୍ଟର, ଜଣେ ଏଏସଆଇ, ଦୁଇ ଫରେନ୍ସିକ ଏକ୍ସପର୍ଟ ସାମିଲ । ତଦନ୍ତ ପାଇଁ ରାୟଗଡ଼ା ଅଭିମୁଖେ ବାହରଲା ଏହି କ୍ରାଇମବ୍ରାଞ୍ଚ ଟିମ । ଟିମ ଘଟଣାସ୍ଥଳ ଜାଞ୍ଚ କରିବା ସହ ସାକ୍ଷୀଙ୍କୁ ଜେରା କରିବ । ଦୁଇ ଋଷିୟ […]

କଟକ: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ହେଲା ୪ ଜଣିଆ ଟିମ । ଟିମରେ ଜଣେ ଇନିସପେକ୍ଟର, ଜଣେ ଏଏସଆଇ, ଦୁଇ ଫରେନ୍ସିକ ଏକ୍ସପର୍ଟ ସାମିଲ । ତଦନ୍ତ ପାଇଁ ରାୟଗଡ଼ା ଅଭିମୁଖେ ବାହରଲା ଏହି କ୍ରାଇମବ୍ରାଞ୍ଚ ଟିମ । ଟିମ ଘଟଣାସ୍ଥଳ ଜାଞ୍ଚ କରିବା ସହ ସାକ୍ଷୀଙ୍କୁ ଜେରା କରିବ । ଦୁଇ ଋଷିୟ ପର୍ଯ୍ୟଟକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଛି କ୍ରାଇମବ୍ରାଞ୍ଚ । ଜେରାର ସମ୍ମୁଖିନ ହେଉଥିବା ଦମ୍ପତିଙ୍କ ସୁଚନାକୁ ମୃତକଙ୍କ ପରିବାର ସହିତ ମେଳ କରାଯିବ । ରାୟଗଡ଼ା ଆସିଥିବା ଋଷ ପର୍ଯ୍ୟଟକଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ଆହୁରି ପଢ଼ନ୍ତୁ: ଆର୍ଥିକ ଅନଟନରେ ଶିକ୍ଷାର ଆଲୁଅ ଖୋଜୁଛନ୍ତି ମାନସ; +୩ ଆଡମିସନ୍‌ ପାଇଁ ପରଘରେ ମୂଲ ଲାଗୁଛନ୍ତି

ସୂଚନାଯୋଗ୍ୟ, ରାୟଗଡା ସ୍ଥିତ ଏକ ଘରୋଇ ହୋଟେଲରେ ଦୁଇ ଦିନ ବ୍ୟବଧାନରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଗତ ୨୧ ତାରିଖରେ ରାୟଗଡ଼ାର ଏକ ହୋଟେଲରେ ରହିବା ପାଇଁ ଆସିଥିଲେ ୪ ଜଣ ଋଷୀୟ ପର୍ଯ୍ୟଟକ । ଭ୍ଲାଦିମର ବିଦାନୋଭଙ୍କର ଗତ ୨୨ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ବନ୍ଧୁଙ୍କ ମୃତ୍ୟୁରେ ଦୁଃଖି ହୋଇ ୨୪ ତାରିଖରେ ଆଉ ଜଣେ ଋଷୀୟ ପର୍ଯ୍ୟଟକ ଆଣ୍ଟୋଭ ପାଭେଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଆଣ୍ଟୋଭ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି । ଗତ ଜୁନରେ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଆଣ୍ଟୋଭ ।

ଆହୁରି ପଢ଼ନ୍ତୁ: ତାତିଲେ ଏମ୍ସ ସୁରକ୍ଷାକର୍ମୀ; ଦୁଇ ମାସର ବକେୟା ଦରମା ପ୍ରଦାନ ଦାବିରେ ଧାରଣାରେ ୪୪୦ସିକ୍ୟୁରିଟି ଗାର୍ଡ

29 Dec 2022 By The Sakala

ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲା: ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ

କଟକ: ରାୟଗଡ଼ାରେ ରୁଷୀୟ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପାଇଁ ଆଉ ଏକ ଟିମ ଗଠନ କଲା କ୍ରାଇମବ୍ରାଞ୍ଚ । ଡିଏସପି ସରୋଜକାନ୍ତ ମହାନ୍ତୋଙ୍କ ନେତୃତ୍ୱରେ ଗଠିତ ହେଲା ୪ ଜଣିଆ ଟିମ । ଟିମରେ ଜଣେ ଇନିସପେକ୍ଟର, ଜଣେ ଏଏସଆଇ, ଦୁଇ ଫରେନ୍ସିକ ଏକ୍ସପର୍ଟ ସାମିଲ । ତଦନ୍ତ ପାଇଁ ରାୟଗଡ଼ା ଅଭିମୁଖେ ବାହରଲା ଏହି କ୍ରାଇମବ୍ରାଞ୍ଚ ଟିମ । ଟିମ ଘଟଣାସ୍ଥଳ ଜାଞ୍ଚ କରିବା ସହ ସାକ୍ଷୀଙ୍କୁ ଜେରା କରିବ । ଦୁଇ ଋଷିୟ ପର୍ଯ୍ୟଟକଙ୍କ ପରିବାର ଲୋକଙ୍କ ସହ ଯୋଗାଯୋଗ କରୁଛି କ୍ରାଇମବ୍ରାଞ୍ଚ । ଜେରାର ସମ୍ମୁଖିନ ହେଉଥିବା ଦମ୍ପତିଙ୍କ ସୁଚନାକୁ ମୃତକଙ୍କ ପରିବାର ସହିତ ମେଳ କରାଯିବ । ରାୟଗଡ଼ା ଆସିଥିବା ଋଷ ପର୍ଯ୍ୟଟକଙ୍କ ଟ୍ରାଭେଲ ହିଷ୍ଟ୍ରି ଜାଞ୍ଚ କରୁଛି କ୍ରାଇମବ୍ରାଞ୍ଚ ।

ସୂଚନାଯୋଗ୍ୟ, ରାୟଗଡା ସ୍ଥିତ ଏକ ଘରୋଇ ହୋଟେଲରେ ଦୁଇ ଦିନ ବ୍ୟବଧାନରେ ଦୁଇ ଋଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଗତ ୨୧ ତାରିଖରେ ରାୟଗଡ଼ାର ଏକ ହୋଟେଲରେ ରହିବା ପାଇଁ ଆସିଥିଲେ ୪ ଜଣ ଋଷୀୟ ପର୍ଯ୍ୟଟକ । ଭ୍ଲାଦିମର ବିଦାନୋଭଙ୍କର ଗତ ୨୨ତାରିଖରେ ହୃଦଘାତରେ ମୃତ୍ୟୁ ହୋଇଥିଲା । ବନ୍ଧୁଙ୍କ ମୃତ୍ୟୁରେ ଦୁଃଖି ହୋଇ ୨୪ ତାରିଖରେ ଆଉ ଜଣେ ଋଷୀୟ ପର୍ଯ୍ୟଟକ ଆଣ୍ଟୋଭ ପାଭେଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଥିଲା । ମୃତ ଆଣ୍ଟୋଭ ରୁଷିଆର ଜଣେ ପୂର୍ବତନ ସାଂସଦ ବୋଲି ଜଣାପଡିଛି । ଗତ ଜୁନରେ ୟୁକ୍ରେନ ଯୁଦ୍ଧକୁ ନେଇ ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସିଥିଲେ ଆଣ୍ଟୋଭ ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର