ରାଉରକେଲା: ରାଉରକେଲା ବିମାନ ବନ୍ଦର ଭିତରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି । ବିମାନବନ୍ଦର ଭିତରେ ଇନ୍ଧନ କମ୍ପାନୀରେ କାର୍ଯ୍ୟ କରୁଥିବା ଆଉ ଜଣେ ଶ୍ରମିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ପୁଲିସ ଅଭିଯୋଗକୁ ଭିତ୍ତି କରି ସୁମନ୍ତ ନନ୍ଦ ନାମକ ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖ୍ ଅଧିକ ତଦନ୍ତ ଜାରି ରଖୁଛି | ୨୭ ବର୍ଷୀୟା ଆଦିବାସୀ ମହିଳା ବିମାନ ବନ୍ଦରରେ ସଫେଇ କର୍ମଚାରୀ ଭାବେ କାମ କରନ୍ତି । ଅପରାହ୍ନରେ ମହିଳା ଜଣକ ବିଶ୍ରାମ ନେଉଥିବା ବେଳେ ଅନ୍ୟ ଜଣେ କାର୍ଯ୍ୟରତ ଅସ୍ଥାୟୀ କର୍ମଚାରୀ ସୁମନ୍ତ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।
ବିମାନବନ୍ଦର ଭିତରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଜଣେ ଅଟକ
ରାଉରକେଲା: ରାଉରକେଲା ବିମାନ ବନ୍ଦର ଭିତରେ ଜଣେ ମହିଳାଙ୍କ ସହ ଦୁଷ୍କର୍ମ ଉଦ୍ୟମ ହୋଇଥିବା ନେଇ ଛେଣ୍ଡ ଥାନାରେ ଅଭିଯୋଗ ହୋଇଛି । ବିମାନବନ୍ଦର ଭିତରେ ଇନ୍ଧନ କମ୍ପାନୀରେ କାର୍ଯ୍ୟ କରୁଥିବା ଆଉ ଜଣେ ଶ୍ରମିକ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ କରିଛନ୍ତି ମହିଳା । ପୁଲିସ ଅଭିଯୋଗକୁ ଭିତ୍ତି କରି ସୁମନ୍ତ ନନ୍ଦ ନାମକ ଜଣେ କର୍ମଚାରୀଙ୍କୁ ଥାନାରେ ଅଟକ ରଖ୍ ଅଧିକ ତଦନ୍ତ ଜାରି ରଖୁଛି | ୨୭ ବର୍ଷୀୟା ଆଦିବାସୀ ମହିଳା ବିମାନ […]