ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର ଓ ହତ୍ୟା ଉଦ୍ୟମ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ଅଞ୍ଚଳର ଡମ୍ବରୁ ଧର ଗୌଡ଼ ନିଜ ଗାଁ ନିକଟରେ ରହୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରଲୋଭନ ଦେଖାଇ ରାତି ୧୧ ଟାରେ ଘରୁ ଡାକି ନେଇ ଟାସିଗୁଡା ମଦ ଭାଡ଼ି ନିକଟରେ ଏକ ଚାଷ ଜମିରେ ଦୁଷ୍କର୍ମ କରିଥିଲେ। ପରେ ଲୁହାରଡ଼ ଏବଂ ପଥର ସହଯ୍ୟରେ ହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସଙ୍କଟାପନ୍ନ ଅବସ୍ଥାରେ ଯୁବତୀ ଜଣକ ଜିଲ୍ଲା ମୂଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି।

About The Author: The Sakala