କାମାକ୍ଷାନଗର: ଘର ମାଲିକଙ୍କୁ ପିଟିପିଟି ହତ୍ୟା । ଘର ଛାଡ଼ିବାକୁ କହିବାରୁ ଘର ମାଲିକଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । କାମାକ୍ଷାନଗର ଥାନା ବାଉଁଶପାଳ ଗାଁ ନୂଆ ଶଅରସାହିରେ ଘଟିଛି ଏହି ହତ୍ୟାକାଣ୍ଡ । ମୃତକ ବାଉଁଶପାଳ ସହରସାହିର ରୋହିତ ପ୍ରଧାନ । ଘର ଛାଡିବା ପାଇଁ କହିବାରୁ ରୋହିତଙ୍କୁ ଅଭିଯୁକ୍ତ ନିର ଭୂତିଆ ପିଟି ପିଟି ହତ୍ୟା କରିଥିବା ଜଣାପଡିଛି । ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିଲା । ଖବରପାଇ କାମାକ୍ଷାନଗର ପୋଲିସ ଅଭିଯୁକ୍ତ ନିରଭୂତିଆକୁ ନିକଟସ୍ଥ ଘଞ୍ଚଜଙ୍ଗଲରୁ ମାଡିବସିଥିବା ସୂଚନା ମିଳିଛି ।
ଟ୍ୱେଭିବେ ଅଭିଯୁକ୍ତ ବିରୋଧରେ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି ନିଜ ସ୍ତ୍ରୀ । ଚରିତ୍ରକୁ ସନ୍ଦେହ କରି ବାରମ୍ବାର ମାଡ଼ ମାରିଥିବା ଅଭିଯୋଗ । ସ୍ୱାମୀକୁ ଗିରଫ କରି ଦଣ୍ଡ ଦେବାକୁ ସ୍ତ୍ରୀର ନିବେଦନ । ଘଟଣାସ୍ଥଳରେ କାମାକ୍ଷାନଗର ପୋଲିସ ପହଞ୍ଚି ତନାଘନା ଜାରି ରଖିଛି ।