ଚୌଦ୍ବାର ଜେଲ୍‌ରୁ ଚମ୍ପଟ୍‌ ମାରିଥିବା କଏଦୀ ଗିରଫ, ଉତ୍ତର ପ୍ରଦେଶରୁ ଜଣକୁ ଗିରଫ କଲା କମିଶନରେଟ୍‌ ପୋଲିସ

କଟକ: ଚୌଦ୍ବାର ଜେଲ୍‌ରୁ ଚମ୍ପଟ୍‌ ମାରିଥିବା ୨ କଏଦୀଙ୍କ ମଧ୍ୟରୁ ଜଣେ ଗିରଫ । କୁଖ୍ୟାତ ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶରୁ  ଗିରଫ କଲା କମିଶନରେଟ୍‌ ପୋଲିସ । ଗିରଫ ନେଇ ପୋଲିସ ଡିଜିଙ୍କ ସୂଚନା । ତେବେ ଆଉ ଜଣେ ଫେରାର ଥିବା କଏଦୀଙ୍କୁ ଧରିବାକୁ ଏବେ ବି ଉଦ୍ୟମ ଜାରି ରଖିଛି ପୋଲିସ । 

About The Author: Madhusudan Das