କଟକ: ବାତ୍ୟା ପାଇଁ ହାଇକୋର୍ଟ ୨ ଦିନ ବନ୍ଦ ରହିବ ବାତ୍ୟା ‘ଦାନା’କୁ ନଜରରେ ରଖି ୨୪ ଓ ୨୫ ତାରିଖ ଦୁଇ ଦିନ ହାଇକୋର୍ଟ ବନ୍ଦ ରହିବ। ଏଥିପାଇଁ ନଭେମ୍ବର ୩୦ ଓ ଡିସେମ୍ବର ୭ ତାରିଖ ଶନିବାର କୋର୍ଟ ଖୋଲାରହିବ।
ବାତ୍ୟା ପାଇଁ ୨ ଦିନ ବନ୍ଦ ରହିବ ହାଇକୋର୍ଟ