କଟକ ପରେ ଚଳିତ ବର୍ଷ ଭୁବନେଶ୍ୱରରେ ହେବନି ବାଲିଯାତ୍ରା

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ମଧ୍ଯ ହେବନି ବାଲିଯାତ୍ରା । କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ। ନଭେମ୍ବର ଗାଇଡଲାଇନ୍‌ ଅନୁଯାୟୀ ମେଳା କିମ୍ବା ଯାତ୍ରା ପାଇଁ ଅନୁମତି ମିଳିନାହିଁ। କିଛିଦିନ ପୂର୍ବେ ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ […]

ଭୁବନେଶ୍ୱର: ଚଳିତ ବର୍ଷ ଭୁବନେଶ୍ୱରରେ ମଧ୍ଯ ହେବନି ବାଲିଯାତ୍ରା । କଟକ ପରେ ଭୁବନେଶ୍ୱରରେ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସଙ୍କ ସୂଚନା ଦେଇଛନ୍ତି। କମିଶନରେଟ ପୁଲିସ ପକ୍ଷରୁ ଭୁବନେଶ୍ୱର ବାଲିଯାତ୍ରାକୁ ଅନୁମତି ପ୍ରଦାନ କରାଯାଇ ନାହିଁ।

ନଭେମ୍ବର ଗାଇଡଲାଇନ୍‌ ଅନୁଯାୟୀ ମେଳା କିମ୍ବା ଯାତ୍ରା ପାଇଁ ଅନୁମତି ମିଳିନାହିଁ। କିଛିଦିନ ପୂର୍ବେ ଚଳିତ ବର୍ଷ କଟକ ଐତିହାସିକ ବାଲିଯାତ୍ରା ବନ୍ଦ ନେଇ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚଇନିଙ୍କ ସୂଚନା ଦେଇଥିଲେ। କୋଭିଡ୍ ପାଇଁ ବାଲିଯାତ୍ରା ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି। ଗତବର୍ଷ ମଧ୍ୟ ବନ୍ଦ ରହିଥିଲା କଟକ ବାଲିଯାତ୍ରା।

About The Author: The Sakala