ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ସୁଶାନ୍ତ କୁମାର ନାଥ ନୂଆ ଜେଲ୍ ଡିଜି ହୋଇଛନ୍ତି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିଭଳି ଦୟାଲ ଗଙ୍ଗୱାର କମ୍ୟୁନିକେସନ ଅତିରିକ୍ତ ଡିଜି ହୋଇଥିବାବେଳେ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ଡିଜି ହେଡ୍କ୍ବାଟର୍ସ ପଦ ମିଳିଛି । ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସପି ପଦରେ ନିଯୁକ୍ତି ମିଳିଛି [wp-embedder-pack width=”100%” height=”400px” download=”all” download-text=”” attachment_id=”151959″ /]
ଭୁବନେଶ୍ବର: ବରିଷ୍ଠ ଆଇପିଏସ୍ ସ୍ତରରେ ନୂଆ ନିଯୁକ୍ତି ଦେଇଛନ୍ତି ସରକାର । ସୁଶାନ୍ତ କୁମାର ନାଥ ନୂଆ ଜେଲ୍ ଡିଜି ହୋଇଛନ୍ତି । କେନ୍ଦ୍ର ଡେପୁଟେସନରୁ ଫେରିବା ପରେ ତାଙ୍କୁ ନୂଆ ନିଯୁକ୍ତି ମିଳିଛି । ସେହିଭଳି ଦୟାଲ ଗଙ୍ଗୱାର କମ୍ୟୁନିକେସନ ଅତିରିକ୍ତ ଡିଜି ହୋଇଥିବାବେଳେ ପ୍ରତୀକ ମହାନ୍ତିଙ୍କୁ ଅତିରିକ୍ତ ଡିଜି ହେଡ୍କ୍ବାଟର୍ସ ପଦ ମିଳିଛି । ନାରାୟଣ ନାୟକଙ୍କୁ ସୁବର୍ଣ୍ଣପୁର ଏସପି ପଦରେ ନିଯୁକ୍ତି ମିଳିଛି
[wp-embedder-pack width=”100%” height=”400px” download=”all” download-text=”” attachment_id=”151959″ /]