ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପହିଲି ରଜରେ ସମସ୍ତେ ମସଗୁଲ ଥିବାବେଳେ ସାଙ୍ଗର ଛୁରା ମାଡ଼ରେ ସାଙ୍ଗରେ ମୃତ୍ୟୁ ଘଟିଛି। ଗ୍ରାମର ପୁରୁସୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁ ସନିଆ (ଗଙ୍ଗାଧର)ରାଉତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମକୁ ଏକ ଧାରୁଆ ଛୁରୀରେ ଛାତିକୁ ଭୁସି ଦେଇଥିଲେ।। ପରେ ପୁରୁଷୋତ୍ତମକୁ ପରିବାରଲୋକେ ଗଣିଆ ମେଡିକାଲରେ ଭର୍ତ୍ତି କରିଥିବାବେଳେ ଡାକ୍ତର ସେଠାରେ ପୁରୁଷୋତ୍ତମକୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ଗଣିଆ ପୁଲିସ ପହଞ୍ଚି ଛୁରାମାଡ କରିଥିବା ଯୁବକ ସନିଆ(ଗଙ୍ଗାଧର) ରାଉତକୁ ଅଟକ ରଖି ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।
ସାଙ୍ଗର ଛାତିରେ ଛୁରୀ ଭୁସି ହତ୍ୟା କଲା ସାଙ୍ଗ
ଗଣିଆ: ନୟାଗଡ଼ ଜିଲ୍ଲା ଗଣିଆ ଥାନା କିଶୋର ପ୍ରସାଦ ପଞ୍ଚାୟତ ପାଣ୍ଡରାସିଂହା ଗ୍ରାମରେ ଘଟିଛି ଅଭାବନୀୟ ଘଟଣା । ପହିଲି ରଜରେ ସମସ୍ତେ ମସଗୁଲ ଥିବାବେଳେ ସାଙ୍ଗର ଛୁରା ମାଡ଼ରେ ସାଙ୍ଗରେ ମୃତ୍ୟୁ ଘଟିଛି। ଗ୍ରାମର ପୁରୁସୋତ୍ତମ ପ୍ରଧାନ ଏବଂ ତାଙ୍କ ବନ୍ଧୁ ସନିଆ (ଗଙ୍ଗାଧର)ରାଉତଙ୍କ ମଧ୍ୟରେ କୌଣସି କାରଣରୁ ବଚସା ହୋଇଥିଲା। ବନ୍ଧୁ ଉତକ୍ଷିପ୍ତ ହୋଇ ପୁରୁଷୋତ୍ତମକୁ ଏକ ଧାରୁଆ ଛୁରୀରେ ଛାତିକୁ ଭୁସି ଦେଇଥିଲେ।। ପରେ ପୁରୁଷୋତ୍ତମକୁ ପରିବାରଲୋକେ ଗଣିଆ ମେଡିକାଲରେ ଭର୍ତ୍ତି କରିଥିବାବେଳେ […]