ନନ୍ଦିଘୋଷ ଟିଭି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ…

ଭୁବନେଶ୍ବର: ଖାଦ୍ୟ, ବସ୍ତ୍ର ପରେ ମଣିଷର ଅନ୍ୟତମ ମୌଳିକ ଆବଶ୍ୟକତାଟି ହେଉଛି ଘର । ଏ ସ୍ବପ୍ନ ଯେବେ ପୂରଣ ହୁଏ ଲାଗେ ଜୀବନ ସାର୍ଥକ ହୋଇଛି । ଆଜିର ଜନବହୁଳ ସହରୀ ସଭ୍ୟତା ଭିତରେ ପାଖରେ ପଇସା ଥିଲେ ମଧ୍ୟ ଅନେକ ସମୟରେ ନିଜର ଘରଟିଏ କରିବା ସମ୍ଭବ ହୋଇପାରେନି । ଏଥିପାଇଁ ବିଭିନ୍ନ କାରଣ ରହିଛି । ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ସମସ୍ୟା ଓ ସମାଧାନକୁ ନେଇ ଆଜି ନନ୍ଦିଘୋଷ ଟିଭି ତରଫରୁ […]

ଭୁବନେଶ୍ବର: ଖାଦ୍ୟ, ବସ୍ତ୍ର ପରେ ମଣିଷର ଅନ୍ୟତମ ମୌଳିକ ଆବଶ୍ୟକତାଟି ହେଉଛି ଘର । ଏ ସ୍ବପ୍ନ ଯେବେ ପୂରଣ ହୁଏ ଲାଗେ ଜୀବନ ସାର୍ଥକ ହୋଇଛି । ଆଜିର ଜନବହୁଳ ସହରୀ ସଭ୍ୟତା ଭିତରେ ପାଖରେ ପଇସା ଥିଲେ ମଧ୍ୟ ଅନେକ ସମୟରେ ନିଜର ଘରଟିଏ କରିବା ସମ୍ଭବ ହୋଇପାରେନି । ଏଥିପାଇଁ ବିଭିନ୍ନ କାରଣ ରହିଛି । ରିଅଲ ଇଷ୍ଟେଟ କ୍ଷେତ୍ରରେ ଅନେକ ସମସ୍ୟା ଓ ସମାଧାନକୁ ନେଇ ଆଜି ନନ୍ଦିଘୋଷ ଟିଭି ତରଫରୁ ଆୟୋଜିତ ହେଉଛି ସ୍ବତନ୍ତ୍ର କାର୍ଯ୍ୟକ୍ରମ ରିୟଲ ଇଷ୍ଟେଟ କନକ୍ଲେଭ ଓ ଆୱାର୍ଡ। ଆଜି ସନ୍ଧ୍ୟା ୫ଟାରୁ କାର୍ଯ୍ୟକ୍ରମ ଆରମ୍ଭ ହେବ । କାର୍ଯ୍ୟକ୍ରମରେ ବହୁ ଉଦ୍ୟୋଗୀ ଯୋଗଦେଇ ଆଲୋଚନା କରିବେ । ଦୁଇଟି ଆଲୋଚନା ଚକ୍ରରେ ସମସ୍ୟା ଓ ସମାଧାନ ନେଇ ବିସ୍ତୃତ ଆଲୋଚନା କରିଯିବ । ଏହି ଅବସରରେ ବିଭିନ୍ନ ବର୍ଗରେ ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ।

About The Author: The Sakala