ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ

ଉଦଳା – ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଉଦଳା ଥାନା ନୁନ୍ଦୁରସାହି ଗ୍ରାମର ଘଟଣା । ମୃତକ ଉକ୍ତ ଗ୍ରାମର ସନ୍ତୋଷ କୁମାର ଦତ୍ତ । ହେଲେ ବିଦ୍ୟୁତ୍ ଫାଶ ବସିଥିବା ବନ୍ଧରେ ସନ୍ତୋଷ ନିଜେ ପଡ଼ିଯାଇଥିଲେ। ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇଥିଲେ। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନା ଆଣିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ […]

ଉଦଳା – ମାଛ ଧରିବାକୁ ଯାଇ ବିଦ୍ୟୁତ ଆଘାତରେ ଯୁବକଙ୍କ ମୃତ୍ୟୁ । ଉଦଳା ଥାନା ନୁନ୍ଦୁରସାହି ଗ୍ରାମର ଘଟଣା । ମୃତକ ଉକ୍ତ ଗ୍ରାମର ସନ୍ତୋଷ କୁମାର ଦତ୍ତ । ହେଲେ ବିଦ୍ୟୁତ୍ ଫାଶ ବସିଥିବା ବନ୍ଧରେ ସନ୍ତୋଷ ନିଜେ ପଡ଼ିଯାଇଥିଲେ। ବିଦ୍ୟୁତ ଆଘାତରେ ସେ ଗୁରୁତର ହୋଇଥିଲେ। ସନ୍ତୋଷଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଉଦଳା ଡାକ୍ତରଖାନା ଆଣିବା ବେଳେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି।

About The Author: The Sakala