ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ ଦେହକୁ ବନବିଭାଗ ଶୁକ୍ରବାର ସକାଳୁ ଉଦ୍ଧାର କରିଛି। ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଂଚି ଅନୁଧ୍ୟାନ ଚଳାଇଛନ୍ତି। ତେବେ ଶିକାର ଉଦ୍ଦେଶ୍ୟରେ ହାତୀର ମୃତ୍ୟୁ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିବା ପରେ ମୃତ୍ୟୁର କାରଣ ଦଣାପଡିବ ।
ବାରିପଦା ବନଖଣ୍ଡରୁ ପୁଣି ଏକ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ବାରିପଦା: ମୟୁରଭଞ୍ଜ ଜିଲ୍ଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ତାଳବନ୍ଧ ରେଞ୍ଜ ବାଲିଆଢିପା ଜଙ୍ଗଲରେ ଏକ ହାତୀର ମୃତ ଦେହକୁ ବନବିଭାଗ ଶୁକ୍ରବାର ସକାଳୁ ଉଦ୍ଧାର କରିଛି। ହାତୀର ମୃତ୍ୟୁକୁ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ବନବିଭାଗ ଅଧିକାରୀମାନେ ପହଂଚି ଅନୁଧ୍ୟାନ ଚଳାଇଛନ୍ତି। ତେବେ ଶିକାର ଉଦ୍ଦେଶ୍ୟରେ ହାତୀର ମୃତ୍ୟୁ ହେବା ନେଇ ବିଶ୍ବସ୍ତ ସୂତ୍ରରୁ ଜଣାପଡିଛି। ଶବ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିବା ପରେ ମୃତ୍ୟୁର କାରଣ […]